ଓୟୁଏଟିରେ ୫ଟି ସଚିବ: ରୂପାନ୍ତରଣ କାର୍ଯ୍ଯର ତଦାରଖ କରିବା ସହ ନିର୍ଦ୍ଦିଷ୍ଟ ସମୟ ମଧ୍ଯରେ କାମ ସାରିବାକୁ ଗୁରୁତ୍ବ

ଭୁବନେଶ୍ବର: ଭୁବନେଶ୍ବର ଓୟୁଏଟିର ରୂପାନ୍ତରଣ  ପ୍ରକ୍ରିୟା ଆରମ୍ଭ। OUATର ରୂପାନ୍ତରଣ ପାଇଁ ପ୍ରାୟ ୭୨୭ କୋଟି ଟଙ୍କା ଖର୍ଚ୍ଚ ହେବ। OUATରେ ୬୦ କୋଟିରେ ତିଆରି ହେଉଛି ଅଡିଟୋରିୟମ। ଚାଷୀଙ୍କ ପାଇଁ ନିର୍ମାଣ ହେଉଛି ସବୁଠାରୁ ବଡ଼ ଅଡିଟୋରିୟମ। ଅଡିଟୋରିୟମରେ ଥରକେ ହଜାରେ ଚାଷୀ ବସିପାରିବେ। ଚାଷୀଙ୍କ ପାଇଁ ୨୦୦ ଶଯ୍ଯା ବିଶିଷ୍ଟ ହଷ୍ଟେଲ ନିର୍ମାଣ ଚାଲିଛି। ୫୦୦ ଶଯ୍ଯା ବିଶିଷ୍ଟ ଷ୍ଟୁଡେଣ୍ଟ ନିର୍ମାଣ କାର୍ଯ୍ଯ ଜାରି ରହିଛି। ୫ଟି ସଚିବ ଭିକେ ପାଣ୍ଡିଆନ୍ ରୂପାନ୍ତରଣ କାମ […]

ଭୁବନେଶ୍ବର: ଭୁବନେଶ୍ବର ଓୟୁଏଟିର ରୂପାନ୍ତରଣ  ପ୍ରକ୍ରିୟା ଆରମ୍ଭ। OUATର ରୂପାନ୍ତରଣ ପାଇଁ ପ୍ରାୟ ୭୨୭ କୋଟି ଟଙ୍କା ଖର୍ଚ୍ଚ ହେବ। OUATରେ ୬୦ କୋଟିରେ ତିଆରି ହେଉଛି ଅଡିଟୋରିୟମ। ଚାଷୀଙ୍କ ପାଇଁ ନିର୍ମାଣ ହେଉଛି ସବୁଠାରୁ ବଡ଼ ଅଡିଟୋରିୟମ। ଅଡିଟୋରିୟମରେ ଥରକେ ହଜାରେ ଚାଷୀ ବସିପାରିବେ। ଚାଷୀଙ୍କ ପାଇଁ ୨୦୦ ଶଯ୍ଯା ବିଶିଷ୍ଟ ହଷ୍ଟେଲ ନିର୍ମାଣ ଚାଲିଛି। ୫୦୦ ଶଯ୍ଯା ବିଶିଷ୍ଟ ଷ୍ଟୁଡେଣ୍ଟ ନିର୍ମାଣ କାର୍ଯ୍ଯ ଜାରି ରହିଛି। ୫ଟି ସଚିବ ଭିକେ ପାଣ୍ଡିଆନ୍ ରୂପାନ୍ତରଣ କାମ ତଦାରଖ କରୁଛନ୍ତି। ରୂପାନ୍ତରଣ କାମ ନେଇ ଭିସିଙ୍କ ସହ ଆଲୋଚନା କରିଛନ୍ତି ୫ଟି ସଚିବ। ନିର୍ଦ୍ଦିଷ୍ଟ ସମୟ ମଧ୍ଯରେ କାମ ସାରିବାକୁ ୫ଟି ସଚିବ ଗୁରୁତ୍ବ ଦେଇଛନ୍ତି।

About The Author: The Sakala