ଝାରସୁଗୁଡ଼ାର ସମସ୍ୟା ବୁଝିଲେ ୫ଟି ସଚିବ ଭିକେ ପାଣ୍ଡିଆନ

ଝାରସୁଗୁଡ଼ା: ନବକିଶୋର ଦାସଙ୍କ ମୃତ୍ୟୁ ପରେ ଝାରସୁଗୁଡା ବିଧାନସଭା ଆସନ ଖାଲି ପଡ଼ିଛି। ତେବେ ଝାରସୁଗୁଡ଼ାରେ ଅଟକିନି ବିକାଶ କାମ । ୫ଟି ସଚିବ ଜିଲ୍ଲା ବିକାଶକୁ ଫୋକସ୍ କରିଛନ୍ତି । ଜିଲ୍ଲାର ବିଭିନ୍ନ ସମସ୍ୟାର ସମାଧାନ ନେଇ ସିଧାସଳଖ ଆଲୋଚନା କରିଛନ୍ତି । ଝାରସୁଗୁଡ଼ାର ୫ଟି କଲେଜର ବିକାଶ ନେଇ ଛାତ୍ରଛାତ୍ରୀ ଏବଂ ଅଧ୍ୟକ୍ଷଙ୍କ ସହ ଭିଡିଓ କନଫରେନ୍ସିରେ ଆଲୋଚନା କରିଛନ୍ତି ୫ଟି ସଚିବ। ଏଥିସହ ଝାରସୁଗୁଡ଼ା ପ୍ରେସ୍ କ୍ଲବ ସଦସ୍ୟଙ୍କଠାରୁ ଚାଷୀ, ସବୁ ବର୍ଗର […]

ଝାରସୁଗୁଡ଼ା: ନବକିଶୋର ଦାସଙ୍କ ମୃତ୍ୟୁ ପରେ ଝାରସୁଗୁଡା ବିଧାନସଭା ଆସନ ଖାଲି ପଡ଼ିଛି। ତେବେ ଝାରସୁଗୁଡ଼ାରେ ଅଟକିନି ବିକାଶ କାମ । ୫ଟି ସଚିବ ଜିଲ୍ଲା ବିକାଶକୁ ଫୋକସ୍ କରିଛନ୍ତି । ଜିଲ୍ଲାର ବିଭିନ୍ନ ସମସ୍ୟାର ସମାଧାନ ନେଇ ସିଧାସଳଖ ଆଲୋଚନା କରିଛନ୍ତି । ଝାରସୁଗୁଡ଼ାର ୫ଟି କଲେଜର ବିକାଶ ନେଇ ଛାତ୍ରଛାତ୍ରୀ ଏବଂ ଅଧ୍ୟକ୍ଷଙ୍କ ସହ ଭିଡିଓ କନଫରେନ୍ସିରେ ଆଲୋଚନା କରିଛନ୍ତି ୫ଟି ସଚିବ।

ଏଥିସହ ଝାରସୁଗୁଡ଼ା ପ୍ରେସ୍ କ୍ଲବ ସଦସ୍ୟଙ୍କଠାରୁ ଚାଷୀ, ସବୁ ବର୍ଗର ପ୍ରତିନିଧି ସିଧାସଳଖ ୫ଟି ସଚିବଙ୍କୁ ବିଭିନ୍ନ ସମସ୍ୟା ଜଣାଇଛନ୍ତି। ଏସବୁର ସମାଧାନ ନେଇ ଆଲୋଚନା କରିଛନ୍ତି ଭିକେ ପାଣ୍ଡିଆନ। ଏଭଳି କାର୍ଯ୍ଯକ୍ରମକୁ ପ୍ରଶଂସା କରିବା ସହ ସରକାର ଓ ୫ଟି ସଚିବଙ୍କୁ ଧନ୍ୟବାଦ ଜଣାଇଛନ୍ତି ଝାରସୁଗୁଡ଼ା ବାସିନ୍ଦା ।

About The Author: The Sakala