ତଦନ୍ତରେ ଉତ୍କର୍ଷତା ପାଇଁ କେନ୍ଦ୍ର ଗୃହ ମନ୍ତ୍ରାଳୟ ପକ୍ଷରୁ ୪ ଓଡ଼ିଆ ପୋଲିସ ଅଫିସରଙ୍କୁ ମିଳିବ ମେଡାଲ୍

ଭୁବନେଶ୍ବର: ୪ ଓଡିଆ ପୋଲିସ ଅଫିସରଙ୍କୁ ମିଳିବ ମେଡାଲ୍ । କେନ୍ଦ୍ର ଗୃହ ମନ୍ତ୍ରାଳୟ ପକ୍ଷରୁ ମିଳିବ ଏହି ପଦକ। ଅନୁସନ୍ଧାନରେ ଉତ୍କର୍ଷତା ପାଇଁ କେନ୍ଦ୍ର ଗୃହ ମନ୍ତ୍ରାଳୟ ପକ୍ଷରୁ ୧୪୦ ପୋଲିସଙ୍କୁ ମିଳିବ ପଦକ। ଏଥିରେ ୪ ଓଡିଆ ପୋଲିସ ଅଫିସର ସାମିଲ ଅଛନ୍ତି । ଇନ୍ସପେକ୍ଟର ଦୁର୍ଗେଶ ନନ୍ଦିନୀ ମହାନ୍ତି, ଇନ୍ସପେକ୍ଟର ପ୍ରଶାନ୍ତ କୁମାର ସାହୁ, ଡେପୁଟୀ ଏସପି ମାନସ ରଞ୍ଜନ ପ୍ରଧାନ, ଡେପୁଟୀ ଏସପି ପ୍ରଭାତ କୁମାର ବିଶ୍ୱାଳ ମନୋନୀତ ହୋଇଛନ୍ତି । […]

ଭୁବନେଶ୍ବର: ୪ ଓଡିଆ ପୋଲିସ ଅଫିସରଙ୍କୁ ମିଳିବ ମେଡାଲ୍ । କେନ୍ଦ୍ର ଗୃହ ମନ୍ତ୍ରାଳୟ ପକ୍ଷରୁ ମିଳିବ ଏହି ପଦକ। ଅନୁସନ୍ଧାନରେ ଉତ୍କର୍ଷତା ପାଇଁ କେନ୍ଦ୍ର ଗୃହ ମନ୍ତ୍ରାଳୟ ପକ୍ଷରୁ ୧୪୦ ପୋଲିସଙ୍କୁ ମିଳିବ ପଦକ। ଏଥିରେ ୪ ଓଡିଆ ପୋଲିସ ଅଫିସର ସାମିଲ ଅଛନ୍ତି । ଇନ୍ସପେକ୍ଟର ଦୁର୍ଗେଶ ନନ୍ଦିନୀ ମହାନ୍ତି, ଇନ୍ସପେକ୍ଟର ପ୍ରଶାନ୍ତ କୁମାର ସାହୁ, ଡେପୁଟୀ ଏସପି ମାନସ ରଞ୍ଜନ ପ୍ରଧାନ, ଡେପୁଟୀ ଏସପି ପ୍ରଭାତ କୁମାର ବିଶ୍ୱାଳ ମନୋନୀତ ହୋଇଛନ୍ତି । ଏହି ସଫଳ ୪ ଜଣ ଓଡ଼ିଆ ଅଧିକାରୀ ଗୃହମନ୍ତ୍ରୀ ପଦକ ପାଇଁ ମନୋନୀତ ହୋଇଥିବାରୁ ଓଡ଼ିଶା ପୁଲିସ ଅଭିନନ୍ଦନ ଜଣାଇଛି।

About The Author: The Sakala