ରାଜ୍ୟରେ ୩ ହଜାର ୭୩୮ ବାଂଲାଦେଶୀ ଅନୁପ୍ରବେଶକାରୀ ଚିହ୍ନଟ

ଭୁବନେଶ୍ୱର: ରାଜ୍ୟରେ ଅଦ୍ୟାବଧି ୩୭୩୮ ବାଂଲାଦେଶୀ ଅନୁପ୍ରବେଶକାରୀ ଚିହ୍ନଟ। ଏ ନେଇ ବିଧାୟକ ମାନସ ଦତ୍ତଙ୍କ ପ୍ରଶ୍ନରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସୂଚନା ଦେଇଛନ୍ତି। ଭଦ୍ରକ ୧୯୯, କେନ୍ଦ୍ରାପଡ଼ା ୧୬୪୯, ଭୁବନେଶ୍ୱରରେ ୧୭ଜଣ ଚିହ୍ନଟ କରାଯାଇଛି। ସେହିପରି ଜଗତସିଂହପୁର ୧୧୧୨, ମାଲକାନଗିରି ୬୫୫, ନବରଙ୍ଗପୁର ୧୦୬ ଜଣ ଚିହ୍ନ ହୋଇଛି। ୧୦ ବର୍ଷରେ ୪୧ଜଣ ବାଂଲାଦେଶୀଙ୍କ ନାଁରେ ଅପରାଧିକ ମାମଲା ରୁଜୁ ରହିଛି ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପ୍ରକାଶ କରିଛନ୍ତି।।

About The Author: The Sakala