ଭୁବନେଶ୍ବର: ଦ୍ବିତୀୟ ପର୍ଯ୍ୟାୟ ପିଜି ଆଡମିଶନ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ସେପ୍ଟେମ୍ବର ୧୩ରୁ ୨୨ ତାରିଖ ପର୍ଯ୍ୟନ୍ତ ଆବେଦନ କରିପାରିବେ ଛାତ୍ରଛାତ୍ରୀ। ୨୮ ତାରିଖରେ ପ୍ରକାଶ ପାଇବ ପିଜି ଆଡମିଶନ ମେରିଟ୍ ଲିଷ୍ଟ । ଏ ନେଇ ଆଜି ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି।
[wp-embedder-pack width=”100%” height=”400px” download=”all” download-text=”” attachment_id=”97556″ /]
ସେହିପରି ୟୁଜି ଆଡମିଶନ ପାଇଁ ମଧ୍ୟ ସଂଶୋଧିତ ବିଜ୍ଞପ୍ତି ପ୍ରକାଶ ପାଇଛି। ୧ମ ପର୍ଯ୍ୟାୟରେ ଆଡମିଶନ କରିଥିଲେ ବି ପୁନଃ ଆବେଦନ କରିହେବ। ଦ୍ୱିତୀୟ ପର୍ଯ୍ୟାୟରେ ଆଡମିଶନ ପାଇଁ ଆବେଦନ କରିହେବ। ଛାତ୍ରଛାତ୍ରୀଙ୍କଠାରୁ ଅଭିଯୋଗ ପାଇଲା ପରେ ଏହି ସାନି ବିଜ୍ଞପ୍ତି ପ୍ରକାଶ ପାଇଛି।