ମେଷ: ଦୀର୍ଘଦିନର ପାରିବାରିକ ମତଭେଦ ଦୂର ହେବ। ଭାବନା ଉପରେ ନିୟନ୍ତ୍ରଣ ରଖନ୍ତୁ। କର୍ମଚଞ୍ଚଳ ରହିବେ। ସାଥୀଙ୍କୁ ତାଙ୍କ ପସନ୍ଦର ଉପହାର ଦିଅନ୍ତୁ। ଶୁଭ ରଙ୍ଗ-ଲାଲ୍, ଶୁଭ ଅଙ୍କ- ୫।
ବୃଷ: ପାରିବାରିକ ଜୀବନ ସୁଖମୟ ହେବ। କୌଣସି କଥାକୁ ନେଇ ଚିନ୍ତିତ ରହିପାରନ୍ତି। ନୂତନ ବ୍ୟବସାୟ ପାଇଁ ଉପଯୁକ୍ତ ସମୟ। କ୍ରୋଧ ଉପରେ ନିୟନ୍ତ୍ରଣ ରଖନ୍ତୁ। ଶୁଭ ରଙ୍ଗ-ସବୁଜ, ଶୁଭ ଅଙ୍କ-୯।
ମିଥୁନ: ପ୍ରେମସମ୍ପର୍କ ବିଷୟରେ ଅଧିକ ଚିନ୍ତା କରିବେ। ନିଜ ପାଇଁ ସମୟ ବାହାର କରନ୍ତୁ। ଶାନ୍ତ ରୁହନ୍ତୁ। କ୍ୟାରିୟରକୁ ନେଇ ଚିନ୍ତାରେ ରହିବେ। ଶୁଭ ରଙ୍ଗ -ହଳଦିଆ, ଶୁଭ ଅଙ୍କ- ୭।
କର୍କଟ: ଅଫିସ୍ରେ ପଦୋନ୍ନତି ସମ୍ଭାବନା ଅଛି। ଧାର୍ମିକ ସ୍ଥାନକୁ ଯାତ୍ରାଯୋଗ ଅଛି। ଶୁଭ ରଙ୍ଗ – ଗାଢ଼ ନୀଳ ଓ ଶୁଭ ଅଙ୍କ – ୧୧।
ସିଂହ: କ୍ରୋଧ ଉପରେ ନିୟନ୍ତ୍ରଣ ରଖନ୍ତୁ। ପ୍ରେମ ବ୍ୟାପାରରେ ସତର୍କ ରୁହନ୍ତୁ। ବ୍ୟବସାୟ ପାଇଁ ଚିନ୍ତାରେ ରହିବେ। ଅର୍ଥ ନିବେଶରୁ ଦୂରେଇ ରହିବେ। ଶୁଭ ରଙ୍ଗ – ନାରଙ୍ଗୀ ଓ ଶୁଭ ଅଙ୍କ- ୩।
କନ୍ୟା: ନିଜ ଲୋକଙ୍କ ପାଇଁ ଚିନ୍ତାରେ ରହିବେ। ଧାର୍ମିକ କାର୍ଯ୍ୟ ଆୟୋଜନ କରିବେ। ସ୍ବାମୀ-ସ୍ତ୍ରୀଙ୍କ ମଧ୍ୟରେ ଭୁଲ୍ ବୁଝାମଣା ଦେଖାଦେବ। ଶୁଭ ରଙ୍ଗ -ବାଇଗଣୀ ଓ ଶୁଭ ଅଙ୍କ -୧୬।
ତୁଳା: ମନ ବିଚଳିତ ରହିବ। ତରବରିଆ ଭାବେ କୌଣସି ନିଷ୍ପତ୍ତି ନିଅନ୍ତୁ ନାହିଁ। ବ୍ୟବହାରରେ ସଂଯମତା ରକ୍ଷା କରିବେ। ଆୟ ଓ ବ୍ୟୟ ସମାନ ରହିବ। ପୂଜାର୍ଚ୍ଚନାରେ ସମୟ ବିତିବ। ଶୁଭ ରଙ୍ଗ-ଗୋଲାପୀ ଏବଂ ଶୁଭ ଅଙ୍କ -୮।
ବିଛା: ନିଜ ମନକଥା କହିବାକୁ ସଙ୍କୋଚ କରନ୍ତୁନି। ଅଚାନକ ଖର୍ଚ୍ଚାନ୍ତ ହୋଇପାରନ୍ତି। ଜମିବାଡ଼ିକୁ ନେଇ ବିବାଦ ଦେଖାଦେବ। ଅଯଥା ଖର୍ଚ୍ଚରୁ ଦୂରେଇ ରହିବେ। ଶୁଭ ରଙ୍ଗ -ସବୁଜ, ଶୁଭ ଅଙ୍କ -୬।
ଧନୁ: ପ୍ରେମରେ ପ୍ରତାରିତ ହୋଇପାରନ୍ତି। ଘର ପାଇଁ ନୂଆ ଜିନିଷ କିଣିବେ। ବିଦ୍ୟାର୍ଥୀ କଠିନ ପରିଶ୍ରମ କରିବେ। ଶୁଭ ରଙ୍ଗ – ଲାଲ, ଶୁଭ ଅଙ୍କ -୧୨।
ମକର: ବିବାଦୀୟ କାର୍ଯ୍ୟରୁ ଦୂରେଇ ରୁହନ୍ତୁ। ନୂତନ ଯାନବାହନ କ୍ରୟ କରିେବ। ବ୍ୟକ୍ତିଗତ କଥା ଅନ୍ୟମାନଙ୍କ ଆଗେ ପ୍ରକାଶ କରନ୍ତୁନି। ଶୁଭ ରଙ୍ଗ -ହଳଦିଆ ଓ ଶୁଭ ଅଙ୍କ -୧୭।
କୁମ୍ଭ: ଆଜି ଦିନରେ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନେଇପାରନ୍ତି। ଅଫିସ୍ରେ ସହକର୍ମୀଙ୍କ ସାହାଯ୍ୟ ମିଳିବ। ପଡ଼ୋଶୀଙ୍କ ସହ ମତାନ୍ତର ଦୂର ହେବ। ଶୁଭ ରଙ୍ଗ- ନୀଳ, ଶୁଭ ଅଙ୍କ -୧୩।
ମୀନ: ବ୍ୟବସାୟରେ ବାଧା ଆସିବ। ସମୟ ଅତିବାହିତ କରିବେ। ସ୍ବାସ୍ଥ୍ୟ ସମସ୍ୟା ଦୂର ହେବ। ବନ୍ଧୁମିଳନ କାର୍ଯ୍ୟକ୍ରମରେ ଯୋଗଦେବେ। ଶୁଭ ରଙ୍ଗ- ଧଳା. ଶୁଭ ଅଙ୍କ -୨।