ଗୁରୁବାର ରାଶିଫଳ (୦୭ – ୧୨ – ୨୦୨୩ )

The Sakala Picture
Published On

ମେଷ: ପାରିବାରିକ କଳହ ଯୋଗ ରହିଛି। ନୂତନ ଚାକିରି ସୁଯୋଗ ସୃଷ୍ଟି ହେବ। ଦୀର୍ଘ ଦିନରୁ ଅଟକି ରହିଥିବା କାର୍ଯ୍ୟ ପୂରା ହେବ। ବିଦ୍ୟାର୍ଥୀମାନେ ପଢ଼ାପଢ଼ିରେ ଧ୍ୟାନ ଦେବେ। ଧାର୍ମିକ ଓ ସାମାଜିକ କାର୍ଯ୍ୟକ୍ରମରେ ଦିନିଟି କଟିବ । ବୃଷ: ମନ ଅଶାନ୍ତ ରହିବ। କାର୍ଯ୍ୟକ୍ଷେତ୍ରରେ କୌଣସି ସମସ୍ୟାର ସମ୍ମୁଖୀନ ହୋଇପାରନ୍ତି। ଅଧିକ ପରିଶ୍ରମ କରିବାକୁ ପଡ଼ିବ। ଗୁରୁଜନଙ୍କ ସ୍ବାସ୍ଥ୍ୟାବସ୍ଥାକୁ ନେଇ ଚିନ୍ତିତ ରହିବେ। ଦାମ୍ପତ୍ୟ ଜୀବନ ସୁଖମୟ ହେବ। ମିଥୁନ: ବର୍ତ୍ତମାନ ବ୍ୟବସାୟ ଆରମ୍ଭ କରିବାକୁ […]

ମେଷ: ପାରିବାରିକ କଳହ ଯୋଗ ରହିଛି। ନୂତନ ଚାକିରି ସୁଯୋଗ ସୃଷ୍ଟି ହେବ। ଦୀର୍ଘ ଦିନରୁ ଅଟକି ରହିଥିବା କାର୍ଯ୍ୟ ପୂରା ହେବ। ବିଦ୍ୟାର୍ଥୀମାନେ ପଢ଼ାପଢ଼ିରେ ଧ୍ୟାନ ଦେବେ। ଧାର୍ମିକ ଓ ସାମାଜିକ କାର୍ଯ୍ୟକ୍ରମରେ ଦିନିଟି କଟିବ ।

ଆହୁରି ପଢ଼ନ୍ତୁ: Tuesday Horoscope: ମଙ୍ଗଳବାର ରାଶିଫଳ ( ୨୧-୦୪-୨୦୨୬ )

ବୃଷ: ମନ ଅଶାନ୍ତ ରହିବ। କାର୍ଯ୍ୟକ୍ଷେତ୍ରରେ କୌଣସି ସମସ୍ୟାର ସମ୍ମୁଖୀନ ହୋଇପାରନ୍ତି। ଅଧିକ ପରିଶ୍ରମ କରିବାକୁ ପଡ଼ିବ। ଗୁରୁଜନଙ୍କ ସ୍ବାସ୍ଥ୍ୟାବସ୍ଥାକୁ ନେଇ ଚିନ୍ତିତ ରହିବେ। ଦାମ୍ପତ୍ୟ ଜୀବନ ସୁଖମୟ ହେବ।

ଆହୁରି ପଢ଼ନ୍ତୁ: Thursday Horoscope: ଗୁରୁବାର ରାଶିଫଳ (୨୩-୦୪-୨୦୨୬)

ମିଥୁନ: ବର୍ତ୍ତମାନ ବ୍ୟବସାୟ ଆରମ୍ଭ କରିବାକୁ ଶୁଭ ସମୟ। ବନ୍ଧୁଙ୍କ ସହଯୋଗରେ କାର୍ଯ୍ୟ ପୂରା ହେବ। ମାନସିକ ଚିନ୍ତା ଲାଗି ରହିବ। ପାରିବାରିକ ଖୁସି ମିଳିବ। ମହିଳାମାନଙ୍କ ଦାୟିତ୍ବ ବଢ଼ିବ।

ଆହୁରି ପଢ଼ନ୍ତୁ: Friday Horoscope: ଶୁକ୍ରବାର ରାଶିଫଳ ( ୨୪-୦୪-୨୦୨୬ )

କର୍କଟ: ବ୍ୟବହାରରେ ସଂଯମତା ରକ୍ଷା କରନ୍ତୁ। କାର୍ଯ୍ୟରେ ଆତ୍ମସନ୍ତୋଷ ମିଳିବ। ଖୁସି ଖବର ମିଳିପାରେ। ଧନପ୍ରାପ୍ତି ଯୋଗ ରହିଛି। ବିଦ୍ୟାର୍ଥୀଙ୍କ କୃତିତ୍ବରେ ଅଭିଭାବକ ଗର୍ବ ଅନୁଭବ କରିବେ। ପୂଜାର୍ଚ୍ଚନାରେ ସମୟ ବିତିବ।

ସିଂହ: ଅଫିସ୍‌ କାର୍ଯ୍ୟ ପାଇଁ ପରିବାରଠାରୁ ଦୂରରେ ରହିବେ। ଅଧିକ ଖର୍ଚ୍ଚାନ୍ତ ହେବେ। ସ୍ବାସ୍ଥ୍ୟପ୍ରତି ଯତ୍ନଶୀଳ ହୁଅନ୍ତୁ। ଭାଇଭଉଣୀଙ୍କ ସହଯୋଗ ମିଳିବ। ମହିଳାମାନେ ଧାର୍ମିକ କାର୍ଯ୍ୟରେ ସମୟ ବିତାଇବେ।

କନ୍ୟା: ଉଚ୍ଚଶିକ୍ଷା ପାଇଁ ବିଦେଶ ଯାତ୍ରା କରିପାରନ୍ତି। ଧାଁ ଧଉଡ଼ରେ ଦିନ ବିତିବ। ମାନସିକ ଶାନ୍ତି ମିଳିବ। କର୍ମକ୍ଷେତ୍ରରେ ଅଚାନକ ସମସ୍ୟା ଦେଖାଦେବ। ଅଯଥା ଖର୍ଚ୍ଚରୁ ଦୂରେଇ ରୁହନ୍ତୁ। ମହିଳାଙ୍କ ଦାୟିତ୍ବ ବଢ଼ିବ।

ତୁଳା: କ୍ରୋଧ ଉପରେ ନିୟନ୍ତ୍ରଣ ରଖନ୍ତୁ। ବ୍ୟବସାୟ ବୃଦ୍ଧି ଘଟିବ। ସମାଜରେ ମାନସମ୍ମାନ ପାଇବେ। କୌଣସି କାରଣରୁ ମନ ଭଲ ରହିବ ନାହିଁ। ଧାର୍ମିକ ସ୍ଥାନ ଯାତ୍ରା କରିପାରନ୍ତି। ବାଦ- ବିବାଦରୁ ଦୂରେଇ ରୁହନ୍ତୁ।

ବିଛା: ଆତ୍ମବିଶ୍ବାସ ଭରପୂର ରହିବ। ନୂତନ ବ୍ୟବସାୟ ଆରମ୍ଭ କରିବାକୁ ବର୍ତ୍ତମାନ ଉପଯୁକ୍ତ ସମୟ। ପରିବାରରେ ସୁଖ ଶାନ୍ତି ରହିବ। ପୁରୁଣା ବନ୍ଧୁଙ୍କ ସହ ସାକ୍ଷାତଯୋଗ ରହିଛି। ଆର୍ଥିକ ସହଯୋଗ ପାଇବେ।

ଧନୁ: ବ୍ୟବସାୟ ପାଇଁ ଯାତ୍ରା ଶୁଭଦାୟକ। ଅଯଥା ଯୁକ୍ତି କରନ୍ତୁନି। ପତି-ପତ୍ନୀଙ୍କ ମଧ୍ୟରେ ଉତ୍ତମ ବୁଝାମଣା ରହିବ। ନୂତନ ଜମି କ୍ରୟ କରିପାରନ୍ତି। ଧନପ୍ରାପ୍ତି ଯୋଗ ରହିଛି। ଧାର୍ମିକ କାର୍ଯ୍ୟକ୍ରମରେ ଭାଗ ନେବେ।

ମକର: କୌଣସି ମାମଲାରେ ଅଧିକ ଚିନ୍ତିତ ହୋଇପାରନ୍ତି। କର୍ମକ୍ଷେତ୍ରରେ ସହକର୍ମୀଙ୍କ ସହଯୋଗ ମିଳିବ। ଦୂରସ୍ଥାନ ଯାତ୍ରା କରିପାରନ୍ତି। ବିଦ୍ୟାର୍ଥୀମାନେ ଉଚ୍ଚ ଶିକ୍ଷା ପାଇଁ ପ୍ରସ୍ତୁତ କରିବେ। ପ୍ରେମ ବ୍ୟାପାରରେ ଶୁଭ ।

କୁମ୍ଭ: ଅଟକି ରହିଥିବା କାମ ପୂରା ହେବ। ମହିଳାମାନେ ସାମାଜିକ ଓ ଧାର୍ମିକ କାର୍ଯ୍ୟରେ ସମୟ ବିତାଇବେ। ବନ୍ଧୁଙ୍କ ସହ ସାକ୍ଷାତହେବ। ଉଦ୍ଧାର ଦେଇଥିବା ଟଙ୍କା ଫେରିପାଇବାରେ ବିଳମ୍ବ ଘଟିବ।

ମୀନ: ଅନ୍ୟ କାହାକୁ ବିଶ୍ବାସ କରି ନିଜ ବ୍ୟବସାୟ ସମ୍ପର୍କିତ ତଥ୍ୟ ଦିଅନ୍ତୁନି। ଗୁରୁଜନଙ୍କ ପରାମର୍ଶ ନେଇ କାମ କରିବେ। ବିପରୀତ ସମୟରେ ଧୈର୍ଯ୍ୟହରା ହେବା ଆଦୌ ଅନୁଚିତ। ଜମି କିଣା ଯୋଗ ରହିଛି।

07 Dec 2023 By The Sakala

ଗୁରୁବାର ରାଶିଫଳ (୦୭ – ୧୨ – ୨୦୨୩ )

ମେଷ: ପାରିବାରିକ କଳହ ଯୋଗ ରହିଛି। ନୂତନ ଚାକିରି ସୁଯୋଗ ସୃଷ୍ଟି ହେବ। ଦୀର୍ଘ ଦିନରୁ ଅଟକି ରହିଥିବା କାର୍ଯ୍ୟ ପୂରା ହେବ। ବିଦ୍ୟାର୍ଥୀମାନେ ପଢ଼ାପଢ଼ିରେ ଧ୍ୟାନ ଦେବେ। ଧାର୍ମିକ ଓ ସାମାଜିକ କାର୍ଯ୍ୟକ୍ରମରେ ଦିନିଟି କଟିବ ।

ବୃଷ: ମନ ଅଶାନ୍ତ ରହିବ। କାର୍ଯ୍ୟକ୍ଷେତ୍ରରେ କୌଣସି ସମସ୍ୟାର ସମ୍ମୁଖୀନ ହୋଇପାରନ୍ତି। ଅଧିକ ପରିଶ୍ରମ କରିବାକୁ ପଡ଼ିବ। ଗୁରୁଜନଙ୍କ ସ୍ବାସ୍ଥ୍ୟାବସ୍ଥାକୁ ନେଇ ଚିନ୍ତିତ ରହିବେ। ଦାମ୍ପତ୍ୟ ଜୀବନ ସୁଖମୟ ହେବ।

ମିଥୁନ: ବର୍ତ୍ତମାନ ବ୍ୟବସାୟ ଆରମ୍ଭ କରିବାକୁ ଶୁଭ ସମୟ। ବନ୍ଧୁଙ୍କ ସହଯୋଗରେ କାର୍ଯ୍ୟ ପୂରା ହେବ। ମାନସିକ ଚିନ୍ତା ଲାଗି ରହିବ। ପାରିବାରିକ ଖୁସି ମିଳିବ। ମହିଳାମାନଙ୍କ ଦାୟିତ୍ବ ବଢ଼ିବ।

କର୍କଟ: ବ୍ୟବହାରରେ ସଂଯମତା ରକ୍ଷା କରନ୍ତୁ। କାର୍ଯ୍ୟରେ ଆତ୍ମସନ୍ତୋଷ ମିଳିବ। ଖୁସି ଖବର ମିଳିପାରେ। ଧନପ୍ରାପ୍ତି ଯୋଗ ରହିଛି। ବିଦ୍ୟାର୍ଥୀଙ୍କ କୃତିତ୍ବରେ ଅଭିଭାବକ ଗର୍ବ ଅନୁଭବ କରିବେ। ପୂଜାର୍ଚ୍ଚନାରେ ସମୟ ବିତିବ।

ସିଂହ: ଅଫିସ୍‌ କାର୍ଯ୍ୟ ପାଇଁ ପରିବାରଠାରୁ ଦୂରରେ ରହିବେ। ଅଧିକ ଖର୍ଚ୍ଚାନ୍ତ ହେବେ। ସ୍ବାସ୍ଥ୍ୟପ୍ରତି ଯତ୍ନଶୀଳ ହୁଅନ୍ତୁ। ଭାଇଭଉଣୀଙ୍କ ସହଯୋଗ ମିଳିବ। ମହିଳାମାନେ ଧାର୍ମିକ କାର୍ଯ୍ୟରେ ସମୟ ବିତାଇବେ।

କନ୍ୟା: ଉଚ୍ଚଶିକ୍ଷା ପାଇଁ ବିଦେଶ ଯାତ୍ରା କରିପାରନ୍ତି। ଧାଁ ଧଉଡ଼ରେ ଦିନ ବିତିବ। ମାନସିକ ଶାନ୍ତି ମିଳିବ। କର୍ମକ୍ଷେତ୍ରରେ ଅଚାନକ ସମସ୍ୟା ଦେଖାଦେବ। ଅଯଥା ଖର୍ଚ୍ଚରୁ ଦୂରେଇ ରୁହନ୍ତୁ। ମହିଳାଙ୍କ ଦାୟିତ୍ବ ବଢ଼ିବ।

ତୁଳା: କ୍ରୋଧ ଉପରେ ନିୟନ୍ତ୍ରଣ ରଖନ୍ତୁ। ବ୍ୟବସାୟ ବୃଦ୍ଧି ଘଟିବ। ସମାଜରେ ମାନସମ୍ମାନ ପାଇବେ। କୌଣସି କାରଣରୁ ମନ ଭଲ ରହିବ ନାହିଁ। ଧାର୍ମିକ ସ୍ଥାନ ଯାତ୍ରା କରିପାରନ୍ତି। ବାଦ- ବିବାଦରୁ ଦୂରେଇ ରୁହନ୍ତୁ।

ବିଛା: ଆତ୍ମବିଶ୍ବାସ ଭରପୂର ରହିବ। ନୂତନ ବ୍ୟବସାୟ ଆରମ୍ଭ କରିବାକୁ ବର୍ତ୍ତମାନ ଉପଯୁକ୍ତ ସମୟ। ପରିବାରରେ ସୁଖ ଶାନ୍ତି ରହିବ। ପୁରୁଣା ବନ୍ଧୁଙ୍କ ସହ ସାକ୍ଷାତଯୋଗ ରହିଛି। ଆର୍ଥିକ ସହଯୋଗ ପାଇବେ।

ଧନୁ: ବ୍ୟବସାୟ ପାଇଁ ଯାତ୍ରା ଶୁଭଦାୟକ। ଅଯଥା ଯୁକ୍ତି କରନ୍ତୁନି। ପତି-ପତ୍ନୀଙ୍କ ମଧ୍ୟରେ ଉତ୍ତମ ବୁଝାମଣା ରହିବ। ନୂତନ ଜମି କ୍ରୟ କରିପାରନ୍ତି। ଧନପ୍ରାପ୍ତି ଯୋଗ ରହିଛି। ଧାର୍ମିକ କାର୍ଯ୍ୟକ୍ରମରେ ଭାଗ ନେବେ।

ମକର: କୌଣସି ମାମଲାରେ ଅଧିକ ଚିନ୍ତିତ ହୋଇପାରନ୍ତି। କର୍ମକ୍ଷେତ୍ରରେ ସହକର୍ମୀଙ୍କ ସହଯୋଗ ମିଳିବ। ଦୂରସ୍ଥାନ ଯାତ୍ରା କରିପାରନ୍ତି। ବିଦ୍ୟାର୍ଥୀମାନେ ଉଚ୍ଚ ଶିକ୍ଷା ପାଇଁ ପ୍ରସ୍ତୁତ କରିବେ। ପ୍ରେମ ବ୍ୟାପାରରେ ଶୁଭ ।

କୁମ୍ଭ: ଅଟକି ରହିଥିବା କାମ ପୂରା ହେବ। ମହିଳାମାନେ ସାମାଜିକ ଓ ଧାର୍ମିକ କାର୍ଯ୍ୟରେ ସମୟ ବିତାଇବେ। ବନ୍ଧୁଙ୍କ ସହ ସାକ୍ଷାତହେବ। ଉଦ୍ଧାର ଦେଇଥିବା ଟଙ୍କା ଫେରିପାଇବାରେ ବିଳମ୍ବ ଘଟିବ।

ମୀନ: ଅନ୍ୟ କାହାକୁ ବିଶ୍ବାସ କରି ନିଜ ବ୍ୟବସାୟ ସମ୍ପର୍କିତ ତଥ୍ୟ ଦିଅନ୍ତୁନି। ଗୁରୁଜନଙ୍କ ପରାମର୍ଶ ନେଇ କାମ କରିବେ। ବିପରୀତ ସମୟରେ ଧୈର୍ଯ୍ୟହରା ହେବା ଆଦୌ ଅନୁଚିତ। ଜମି କିଣା ଯୋଗ ରହିଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp