ଗୁରୁବାର ରାଶିଫଳ ( ୧୩ – ୦୪ – ୨୦୨୩ )

The Sakala Picture
Published On

ମେଷ: ପରିବାରବର୍ଗଙ୍କଠାରୁ ଅତ୍ୟଧିକ ସାହାଯ୍ୟ ଆଶା କରି କଷ୍ଟ ପାଇପାରନ୍ତି। ପରାକ୍ରମ ବୃଦ୍ଧି ପାଇବ। ଛାତ୍ରଛାତ୍ରୀଙ୍କ ମନୋକାମନା ପୂର୍ଣ୍ଣ ହେବ। ଅଧିକାରୀଙ୍କ ସହଯୋଗ ପାଇବେ। ବୃଷ: ନିଜ କାର୍ଯ୍ୟରେ ଅଧିକ ଧ୍ୟାନ ଦେବେ । ମହିଳାମାନେ ଆତ୍ମନିର୍ଭରଶୀଳ ହେବାକୁ ଚେଷ୍ଟା କରିବେ । ବ୍ୟବସାୟରେ ଉନ୍ନତି ପାଇଁ ନୂତନ ଯୋଜନା ପ୍ରସ୍ତୁତ କରିବେ। ଦାମ୍ପତ୍ୟ ଜୀବନ ଉତ୍ସାହଜନକ ରହିବ। ମିଥୁନ: ଦୀର୍ଘ ଦିନ ଧରି ଲାଗି ରହିଥିବା ସମସ୍ୟା ଅପସରି ଯିବ। ଜୀବନସାଥୀଙ୍କ ସହଯୋଗ ପାଇ ସମୟ […]

ମେଷ: ପରିବାରବର୍ଗଙ୍କଠାରୁ ଅତ୍ୟଧିକ ସାହାଯ୍ୟ ଆଶା କରି କଷ୍ଟ ପାଇପାରନ୍ତି। ପରାକ୍ରମ ବୃଦ୍ଧି ପାଇବ। ଛାତ୍ରଛାତ୍ରୀଙ୍କ ମନୋକାମନା ପୂର୍ଣ୍ଣ ହେବ। ଅଧିକାରୀଙ୍କ ସହଯୋଗ ପାଇବେ।

ଆହୁରି ପଢ଼ନ୍ତୁ: Friday Horoscope: ଶୁକ୍ରବାର ରାଶିଫଳ ( ୦୬-୦୩-୨୦୨୬ )

ବୃଷ: ନିଜ କାର୍ଯ୍ୟରେ ଅଧିକ ଧ୍ୟାନ ଦେବେ । ମହିଳାମାନେ ଆତ୍ମନିର୍ଭରଶୀଳ ହେବାକୁ ଚେଷ୍ଟା କରିବେ । ବ୍ୟବସାୟରେ ଉନ୍ନତି ପାଇଁ ନୂତନ ଯୋଜନା ପ୍ରସ୍ତୁତ କରିବେ। ଦାମ୍ପତ୍ୟ ଜୀବନ ଉତ୍ସାହଜନକ ରହିବ।

ଆହୁରି ପଢ଼ନ୍ତୁ: କେମିତି କଟିବ ଏହି ସପ୍ତାହ, ଜାଣନ୍ତୁ ଏ ସପ୍ତାହର ରାଶିଫଳ...

ମିଥୁନ: ଦୀର୍ଘ ଦିନ ଧରି ଲାଗି ରହିଥିବା ସମସ୍ୟା ଅପସରି ଯିବ। ଜୀବନସାଥୀଙ୍କ ସହଯୋଗ ପାଇ ସମୟ ପୂର୍ବରୁ କାର୍ଯ୍ୟ ସମାପ୍ତ କରିବେ। ପଦୋନ୍ନତିର ସୁଯୋଗ ମିଳିପାରେ। ଛାତ୍ରଛାତ୍ରୀ ଲେଖାପଢ଼ା ପ୍ରିତି ରୁଚି ବଢ଼ିବ।

ଆହୁରି ପଢ଼ନ୍ତୁ: ୨୦୨୬ ଫେବୃଆରୀରୁ ବଦଳିବ ଏହି ୪ ରାଶିର ଭାଗ୍ୟ: ମିଳିବ ପ୍ରଚୁର ଧନ ଓ ସଫଳତା

କର୍କଟ: ଅସହାୟ ବ୍ୟକ୍ତିଙ୍କୁ ସାହାଯ୍ୟ କରି ଆତ୍ମସନ୍ତୋଷ ପାଇବେ। ସ୍ବାସ୍ଥ୍ୟରେ ଉନ୍ନତି ହେବ। କର୍ମକ୍ଷେତ୍ରରେ ଆଶାଠାରୁ ଅଧିକ ପ୍ରଶଂସା ପାଇବେ। ପାରିବାରିକ ସମ୍ପର୍କରେ ଉତ୍ତମ ବୁଝାମାଣା ଦେଖାଦେବ।

ସିଂହ: ଅତ୍ୟଧିକ ଖର୍ଚ୍ଚ କରି ମାନସିକ ସ୍ଥିରତା ହରାଇବେ। କାର୍ଯ୍ୟରେ ମନ ଲାଗିବ ନାହିଁ। ସରକାରୀ କାର୍ଯ୍ୟ ଗୁଡ଼ିକ ପୂରଣ ହୋଇଯିବ। ଛାତ୍ରଛାତ୍ରୀଙ୍କୁ କଠିନ ପରିଶ୍ରମ କରିବାକୁ ପଡ଼ିପାରେ।

କନ୍ୟା: ବ୍ୟବସାୟରେ ଲାଭବାନ ହେବାର ଯୋଗ ରହିଛି। କ୍ୟାରିୟରରେ ଭିନ୍ନତା ପରିଲକ୍ଷିତ ହେବ। ପ୍ରିୟଜନଙ୍କ ସହ ଲାଗିରହିଥିବା ଭୁଲ ବୁଝାମଣା ଭିନ୍ନ ମୋଡ଼ ନେଇପାରେ।

ତୁଳା: ସ୍ବାସ୍ଥ୍ୟରେ ଅବନତି ଦେଖାଦେବ। ଗୁରୁତ୍ତ୍ବପୂର୍ଣ୍ଣ କାର୍ଯ୍ୟ ଗୁଡ଼ିକ ସମୟରେ ଶେଷ କରିପାରିବେ ନାହିଁ। ଅଧିକାରୀଙ୍କ ସହ ମେନୋମାଳିନ୍ୟ ହୋଇପାରେ।

ବିଛା: ଯାତ୍ରା କରିବା ପାଇଁ ସମୟ ଉପଯୋଗୀ ଅଟେ। ପାରିବାରିକ ବାତାବରଣ ଭଲ ରହିବ। ସନ୍ତାନମାନଙ୍କୁ ନେଇ ବ୍ୟଥିତ ହୋଇପାରନ୍ତି। କର୍ମକ୍ଷେତ୍ରରେ ଆଶ କରୁଥିବା ଖବର ପାଇ ଉତ୍ସାହିତ ହେବେ।

ଧନୁ: ଆର୍ଥିକ ଲାଭ ହେବା ସହ କ୍ୟାରିୟରେ ଉନ୍ନତି ପାଇଁ ନୂତନ ଅବସର ପାଇବେ। କୌଣସି କଥାକୁ ନେଇ ବିଚଳିତ ହୋଇପାରନ୍ତି। ପୂର୍ବ କଥାକୁ ଆଲୋଚନା କରନ୍ତୁ ନାହିଁ।

ମକର: ଆୟ ତୁଳନାରେ ବ୍ୟୟ ଅଧିକ ହେବ। ପୈତୃକ ସମ୍ପତ୍ତିକୁ ନେଇ ବିବାଦ ଦେଖାଦେଇପାରେ। ଆର୍ଥିକ କ୍ଷେତ୍ରରେ ସ୍ଥିରତା ରହିବ। ଛୋଟ କାର୍ଯ୍ୟକୁ ମଧ୍ୟ ଅବହେଳା କରନ୍ତୁ ନାହିଁ।

କୁମ୍ଭ: ଦୂରଯାତ୍ରା କରିବାରୁ ନିବୃତ୍ତ ରୁହନ୍ତୁ। ଆର୍ଥିକ ଉନ୍ନତିରେ ବ୍ୟାଘାତ ସୃଷ୍ଟି ହୋଇପାରେ। ମାନସିକ ଚିନ୍ତା ବୃଦ୍ଧି ପାଇବାକୁ ଲାଗିବ। ପାରିବାରିକ ବ୍ୟବହାରରେ ମନ ପରିବର୍ତ୍ତନ ହେବ।

ମୀନ: ପାରିବାରିକ ସହଯୋଗ ପ୍ରାପ୍ତି ହେବ। ନିଜ କାର୍ଯ୍ୟକୁ ସୁଚାରୁ ରୂପେ କରିବେ। ବ୍ୟବସାୟରେ ଆଶ ଠାରୁ ଅଧିକ ଲାଭ ପାଇବେ। ଛାତ୍ରଛାତ୍ରୀ ନିଶ୍ଚିତ ଭାବରେ ସଫଳତା ପାଇବେ।

13 Apr 2023 By The Sakala

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp