ମନୋରଞ୍ଜନ

ଏଆଇ (AI) ଦ୍ୱାରା ନିର୍ମିତ ନକଲି ଫଟୋ ଭାଇରାଲ୍ ହେବା ପରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ 'କାନ୍ତାରା' ଅଭିନେତ୍ରୀ ରୁକ୍ମିଣୀ ବସନ୍ତ
ଖୁସି କପୁରଙ୍କ ସହ ବ୍ରେକଅପ୍ ପରେ ରାଜେଶ ଖାନ୍ନାଙ୍କ ନାତୁଣୀଙ୍କ ପ୍ରେମରେ ବେଦାଙ୍ଗ ରୈନା! ଥିଏଟର ବାହାରେ ଭିଡିଓ ଭାଇରାଲ
କାନ୍ସ ଫିଲ୍ମ ଫେଷ୍ଟିଭାଲରେ ଅଘଟଣ: ମିସ୍ ଭେନେଜୁଏଲା ୨୦୨୫ ଆଣ୍ଡ୍ରିଆ ଡେଲ୍ ଭାଲ୍‌ଙ୍କୁ ସେଲିବ୍ରିଟି ଷ୍ଟାଇଲିଷ୍ଟଙ୍କ ଆକ୍ରମଣ, ରକ୍ତାକ୍ତ ଭିଡିଓ ଭାଇରାଲ
ପ୍ରସିଦ୍ଧ ଗାୟକଙ୍କୁ ବିବାହ କରିବେ କି କୋଟିପତି କାବ୍ୟା ମାରନ୍? ସ୍ପେନରେ ବାହାଘର ନେଇ ଜୋର ଧରିଛି ଚର୍ଚ୍ଚା
୬୬ ବର୍ଷ ବୟସରେ ସର୍ଟସ୍ ପିନ୍ଧି ଟ୍ରୋଲ୍ ହେଲେ ନୀନା ଗୁପ୍ତା, ହେଟର୍ସଙ୍କୁ ଦେଲେ କଡ଼ା ଜବାବ; ଜାଣନ୍ତୁ କେବେ ଆସିବ 'ପଞ୍ଚାୟତ ୫'?

ଶନିବାର ରାଶିଫଳ (୦୩-୦୪-୨୦୨୧)

The Sakala Picture
Published On

ମେଷ:କର୍ମକ୍ଷେତ୍ରରେ ମନ୍ଥରତା ରହିବ। ଚାକିରିରେ ଅବହେଳା ରହିବ। ରାଜନୀତିରେ ଅସହଯୋଗ ମନେହେବ। ପରିବହନ,ଶିଳ୍ପ ଓ ବାଣିଜ୍ୟରେ ସାଧାରଣ ଫଳ ମିଳିବ। ଶୁଭ ଅଙ୍କ-୩,ଶୁଭ ରଙ୍ଗ-ଗୋଲଡେନ୍ ବୃଷ:ଦିନଟିରେ କୌଣସି ବିଷୟକୁ ନେଇ ଭିତିଗ୍ରସ୍ତ ରହିବେ। ପ୍ରଶାସନିକ ଶତ୍ରୁବୃଦ୍ଧି ହେବେ। ମହିଳାମାନଙ୍କ ସ୍ବାସ୍ଥ୍ୟ ସମସ୍ୟା ରହିବ। ଶିଳ୍ପ ଓ ବାଣିଜ୍ୟରେ ଚିନ୍ତାଜନକ ରହିବ। ଶୁଭ ଅଙ୍କ-୫,ଶୁଭ ରଙ୍ଗ-ସବୁଜ ମିଥୁନ:ଦିନଚର୍ଯ୍ୟା ଦୁଃଖଦପୂର୍ଣ୍ଣ ରହିବ। ପ୍ରଶାସନିକ ଉଚ୍ଚସମ୍ମାନ ପାଇବେ। ମହିଳାମାନେ ଯଶକୀର୍ତ୍ତି ପାଇବେ। କଳା,ବିଜ୍ଞାନ, ଶିଳ୍ପ ଓ ବାଣିଜ୍ୟରେ ଆଶାନୁରୂପ ଫଳ ପାଇବେ। […]

ମେଷ:କର୍ମକ୍ଷେତ୍ରରେ ମନ୍ଥରତା ରହିବ। ଚାକିରିରେ ଅବହେଳା ରହିବ। ରାଜନୀତିରେ ଅସହଯୋଗ ମନେହେବ। ପରିବହନ,ଶିଳ୍ପ ଓ ବାଣିଜ୍ୟରେ ସାଧାରଣ ଫଳ ମିଳିବ।

ଆହୁରି ପଢ଼ନ୍ତୁ: Monday Horoscope: ସୋମବାର ରାଶିଫଳ ( ୧୮-୦୫-୨୦୨୬ )

ଶୁଭ ଅଙ୍କ-୩,ଶୁଭ ରଙ୍ଗ-ଗୋଲଡେନ୍

ଆହୁରି ପଢ଼ନ୍ତୁ: Friday Horoscope: ଶୁକ୍ରବାର ରାଶିଫଳ ( ୨୨-୦୫-୨୦୨୬ )

ବୃଷ:ଦିନଟିରେ କୌଣସି ବିଷୟକୁ ନେଇ ଭିତିଗ୍ରସ୍ତ ରହିବେ। ପ୍ରଶାସନିକ ଶତ୍ରୁବୃଦ୍ଧି ହେବେ। ମହିଳାମାନଙ୍କ ସ୍ବାସ୍ଥ୍ୟ ସମସ୍ୟା ରହିବ। ଶିଳ୍ପ ଓ ବାଣିଜ୍ୟରେ ଚିନ୍ତାଜନକ ରହିବ।

ଆହୁରି ପଢ଼ନ୍ତୁ: Monday Horoscope: ସୋମବାର ରାଶିଫଳ ( ୨୫-୦୫-୨୦୨୬ )

ଶୁଭ ଅଙ୍କ-୫,ଶୁଭ ରଙ୍ଗ-ସବୁଜ

ମିଥୁନ:ଦିନଚର୍ଯ୍ୟା ଦୁଃଖଦପୂର୍ଣ୍ଣ ରହିବ। ପ୍ରଶାସନିକ ଉଚ୍ଚସମ୍ମାନ ପାଇବେ। ମହିଳାମାନେ ଯଶକୀର୍ତ୍ତି ପାଇବେ। କଳା,ବିଜ୍ଞାନ, ଶିଳ୍ପ ଓ ବାଣିଜ୍ୟରେ ଆଶାନୁରୂପ ଫଳ ପାଇବେ।
ଶୁଭ ଅଙ୍କ-୩,ଶୁଭ ରଙ୍ଗ-କ୍ରିମ୍

କର୍କଟ:କର୍ମକ୍ଷେତ୍ରରେ ଚଳଚଞ୍ଚଳ ରହିବେ। ସାଂସାରିକ ପରିଶ୍ରମୀ ହେବେ। ରାଜନୀତିରେ ସକ୍ରିୟ ହେବେ। ଶିଳ୍ପ ଓ ବାଣିଜ୍ୟରେ ଲାଭ ମିଳିବ।
ଶୁଭ ଅଙ୍କ-୯,ଶୁଭ ରଙ୍ଗ-ଲାଲ୍

ସିଂହ:ଦିନଟି କେତେକ ବିଷୟକୁ ନେଇ ଚିନ୍ତାରେ ରହିବେ। ସନ୍ତାନମାନେ ଅସ୍ଥିର ମନା ହେବେ। ରାଜନୀତିରେ ବିରୋଧୀ ବୃଦ୍ଧି ପାଇବ। ବାଣିଜ୍ୟ ମାନ୍ଦା ରହିବ।
ଶୁଭ ଅଙ୍କ-୫,ଶୁଭ ରଙ୍ଗ-ସବୁଜ

କନ୍ୟା:ଶୃଙ୍ଖଳିତ ଓ ଦୃଢମନା ହୋଇ କାର୍ଯ୍ୟ ତୁଲାଇବେ। ଚାକିରିରେ ଚଳଚଞ୍ଚଳ ରହିବେ। ଶିଳ୍ପ ଓ ବାଣିଜ୍ୟରେ ପ୍ରସାର ହେବ।

ଶୁଭ ଅଙ୍କ-୮,ଶୁଭ ରଙ୍ଗ-ନୀଳ

ତୁଳା:କୌଣସି ଗୁରୁତ୍ବପୂର୍ଣ୍ଣ କାର୍ଯ୍ୟକୁ ନେଇ ଚିନ୍ତାରେ ରହିବେ। ରାଜନୀତିରେ ବ୍ୟସ୍ତବିବ୍ରତ ରହିବେ। ଶିଳ୍ପ ଓ ବାଣିଜ୍ୟ ଲାଭଜନକ ରହିବ।
ଶୁଭ ଅଙ୍କ-୪,ଶୁଭ ରଙ୍ଗ-ମେଟାଲିକ୍

ବିଛା:ଆର୍ଥିକ କଥାକୁ କେନ୍ଦ୍ର କରି ବିବାଦ ଉପୁଜିପାରେ। ଚାକିରିରେ କାର୍ଯ୍ୟଭାର ରହିବ। ମହିଳାମାନେ ହତୋତ୍ସାହ ରହିବେ। ବାଣିଜ୍ୟରେ ସମସ୍ୟା ରହିବ।
ଶୁଭ ଅଙ୍କ-୧,ଶୁଭ ରଙ୍ଗ-ପିଙ୍କ୍

ଧନୁ:ସମସ୍ୟାରୁ ମୁକ୍ତି ପାଇବେ। ସାଂସାରିକ ଉତ୍ସାହିତ ରହିବେ। ଚାକିରିରେ ସହଯୋଗ ମିଳିବ। ପ୍ରଶାସନିକ ପ୍ରଶଂସିତ ହେବେ। ବାଣିଜ୍ୟରେ ଅନୁକୂଳ ରହିବ।
ଶୁଭ ଅଙ୍କ-୩,ଶୁଭ ରଙ୍ଗ-କ୍ରିମ୍

ମକର:ବ୍ୟସ୍ତ ବିବ୍ରତ ଭିତରେ କାର୍ଯ୍ୟ ସମ୍ପାଦନ କରିବେ। ଚାକିରିରେ ସହଯୋଗ ମିଳିବ। ମହିଳାମାନେ ଗୃହକାର୍ଯ୍ୟରେ ବ୍ୟସ୍ତ ରହିବେ। ବାଣିଜ୍ୟରେ ଲୋକପ୍ରିୟତା ବୃଦ୍ଧି ପାଇବ।

ଶୁଭ ଅଙ୍କ-୬,ଶୁଭ ରଙ୍ଗ-ସିଲଭର୍

କୁମ୍ଭ:କିଛିଟା ଉତ୍ତେଜନା ଭିତରେ କାର୍ଯ୍ୟ ତୁଲାଇବେ। ଚାକିରିରେ ସମ୍ମାନ ପ୍ରାପ୍ତି ହେବ। ରାଜନୀତିରେ ନେତୃତ୍ୱ ବୃଦ୍ଧି ପାଇବ। ଶିଳ୍ପ ଓ ବାଣିଜ୍ୟରେ ପୁଞ୍ଜିନିବେଶ କରି ଚିନ୍ତାରେ ରହିବେ।

ଶୁଭ ଅଙ୍କ-୫,ଶୁଭ ରଙ୍ଗ-ସବୁଜ

ମୀନ:ଭବିଷ୍ୟତ ଯୋଜନା କରି ସଫଳ ହେବେ। ଚାକିରୀରେ ପ୍ରଶାସନିକ ପଦୋନ୍ନତି ହେବ। ମହିଳାମାନେ ଆଦରଣୀୟା ହେବେ। ବାଣିଜ୍ୟରେ ସଞ୍ଚୟ ହେବ।
ଶୁଭ ଅଙ୍କ-୯,ଶୁଭ ରଙ୍ଗ-ମେରୁନ୍

03 Apr 2021 By The Sakala

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp