ସୁକେଶ ଚନ୍ଦ୍ରଶେଖରଙ୍କୁ ବିବାହ କରିବାକୁ ଚାହୁଁଥିଲେ ଅଭିନେତ୍ରୀ ଜ୍ୟାକ୍‌ଲିନ୍‌ ଫର୍ଣ୍ଣାଣ୍ଡିଜ୍‌

The Sakala Picture
Published On

ନୂଆଦିଲ୍ଲୀ: ଦୁଇ ଶହ କୋଟି ଟଙ୍କା ଠକେଇ ମାମଲାରେ ଫସିଥିବା ଅଭିନେତ୍ରୀ ଜ୍ୟାକଲିନ୍‌ ଫର୍ଣ୍ଣାଣ୍ଡିଜ୍‌ ଠକ ସୁକେଶ ଚନ୍ଦ୍ରଶେଖରଙ୍କୁ ବିବାହ କରିବାକୁ ଚାହୁଁଥିଲେ ବୋଲି ସୂଚନା ମିଳିଛି। ଅଭିନେତା ଅକ୍ଷୟ କୁମାର ଏବଂ ସଲ୍‌ମାନ ଖାନ୍‌ ସୁକେଶଠାରୁ ଦୂରେଇ ରହିବା ପାଇଁ ଜ୍ୟାକଲିନ୍‌କୁ ପରାମର୍ଶ ଦେଇଥିଲେ। ତେବେ ସେ ତାଙ୍କ କଥା ଶୁଣି ନ ଥିଲେ। ସେ ସୁକେଶକୁ ବିବାହ କରିବାକୁ ଚାହୁଁଥିବା ଅକ୍ଷୟ-ସଲ୍‌ମାନଙ୍କୁ କହିଥିଲେ। ସୁକେଶକୁ ଜଣେ ବ୍ୟବସାୟୀ ଏବଂ ରାଜନେତା ଭାବେ ପରିଚୟ ଦେଇଥିଲେ। […]

ନୂଆଦିଲ୍ଲୀ: ଦୁଇ ଶହ କୋଟି ଟଙ୍କା ଠକେଇ ମାମଲାରେ ଫସିଥିବା ଅଭିନେତ୍ରୀ ଜ୍ୟାକଲିନ୍‌ ଫର୍ଣ୍ଣାଣ୍ଡିଜ୍‌ ଠକ ସୁକେଶ ଚନ୍ଦ୍ରଶେଖରଙ୍କୁ ବିବାହ କରିବାକୁ ଚାହୁଁଥିଲେ ବୋଲି ସୂଚନା ମିଳିଛି। ଅଭିନେତା ଅକ୍ଷୟ କୁମାର ଏବଂ ସଲ୍‌ମାନ ଖାନ୍‌ ସୁକେଶଠାରୁ ଦୂରେଇ ରହିବା ପାଇଁ ଜ୍ୟାକଲିନ୍‌କୁ ପରାମର୍ଶ ଦେଇଥିଲେ। ତେବେ ସେ ତାଙ୍କ କଥା ଶୁଣି ନ ଥିଲେ। ସେ ସୁକେଶକୁ ବିବାହ କରିବାକୁ ଚାହୁଁଥିବା ଅକ୍ଷୟ-ସଲ୍‌ମାନଙ୍କୁ କହିଥିଲେ। ସୁକେଶକୁ ଜଣେ ବ୍ୟବସାୟୀ ଏବଂ ରାଜନେତା ଭାବେ ପରିଚୟ ଦେଇଥିଲେ। ଜାକ୍‌ଲିନ୍‌ ସୁକେଶଠାରୁ ମହଙ୍ଗା ଉପହାର ନେବାରେ ଲାଗିଥିଲେ। ଜ୍ୟାକଲିନ୍‌ଙ୍କୁ ଆକୃଷ୍ଟ କରିବା ଲାଗି ସେ ତାଙ୍କ ମ୍ୟାନେଜର ପ୍ରଶାନ୍ତଙ୍କୁ ଏକ ଡୁକାତି ବାଇକ ଉପହାର ଦେଇଥିଲା। ଏବେ ଏହାକୁ ଜବତ କରାଯାଇଛି।

ଆହୁରି ପଢ଼ନ୍ତୁ: ସାଂସଦ ପାଣ୍ଠି ଖର୍ଚ୍ଚରେ ଅବହେଳାକୁ ନେଇ ପ୍ରଶାସନିକ ଅଧିକାରୀଙ୍କ ଉପରେ ବର୍ଷିଲେ କଙ୍ଗନା ରଣାୱତ, କହିଲେ- 'ମିଛ ବାହାନା କରନ୍ତୁ ନାହିଁ'

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp