By
The Sakala
ବଡମ୍ବା: ଭିଜିଲାନ୍ସ ଜାଲରେ ନରସିଂହପୁର ଥାନା ଅଧିକାରୀ। ଲାଞ୍ଚ ନେଇ ଧରାପଡ଼ିଲେ କଟକ ଜିଲ୍ଲା ନରସିଂହପୁର ଥାନା ଆଇଆଇସି ଅଲେଖ ଗରଡିଆ । ଏକ ମାମଲାର ସମାଧାନ ପାଇଁ ଆଇଁଶିଆର ନବକିଶୋରଙ୍କ ଠାରୁ ୨୦ ହଜାର ଟଙ୍କା ଲାଞ୍ଚ ଟଙ୍କା ନେଉଥିଲେ। ଏହି ସମୟରେ ଭିଜିଲାନ୍ସ ତାଙ୍କୁ ଗରିଫ କରିଛି। ସୂଚନା ଅନୁଯାୟୀ, ଆଇଆଇସି ଅଲେଖ ଗରଡିଆଙ୍କ ଏକାକାଳୀନ କ୍ବାର୍ଟର, ଅଫିସ ଓ ଯୁଯୁମରା ଘରେ ଭିଜିଲାନ୍ସ ପକ୍ଷରୁ ଚଢାଉ ଜାରି ରହିଛି।
ବଡମ୍ବା: ଭିଜିଲାନ୍ସ ଜାଲରେ ନରସିଂହପୁର ଥାନା ଅଧିକାରୀ। ଲାଞ୍ଚ ନେଇ ଧରାପଡ଼ିଲେ କଟକ ଜିଲ୍ଲା ନରସିଂହପୁର ଥାନା ଆଇଆଇସି ଅଲେଖ ଗରଡିଆ । ଏକ ମାମଲାର ସମାଧାନ ପାଇଁ ଆଇଁଶିଆର ନବକିଶୋରଙ୍କ ଠାରୁ ୨୦ ହଜାର ଟଙ୍କା ଲାଞ୍ଚ ଟଙ୍କା ନେଉଥିଲେ। ଏହି ସମୟରେ ଭିଜିଲାନ୍ସ ତାଙ୍କୁ ଗରିଫ କରିଛି।
ସୂଚନା ଅନୁଯାୟୀ, ଆଇଆଇସି ଅଲେଖ ଗରଡିଆଙ୍କ ଏକାକାଳୀନ କ୍ବାର୍ଟର, ଅଫିସ ଓ ଯୁଯୁମରା ଘରେ ଭିଜିଲାନ୍ସ ପକ୍ଷରୁ ଚଢାଉ ଜାରି ରହିଛି।
About The Author: The Sakala