ରାଜଧାନୀରେ ପାର୍ବଣରେ ମାତିଲେ ସାଇବର ଲୁଟେରା: ୨୫ ଦିନରେ ଲୁଟିଲେ ୫୦ ଲକ୍ଷ ଟଙ୍କା

ଭୁବନେଶ୍ବର : ଥମୁନି ସାଇବର ଠକଙ୍କ ଉତ୍ପାତ। ରାଜ୍ୟ ରାଜଧାନୀରେ ସାଇବର୍‍ ଠକେଇ ବଢ଼଼ିବାରେ ଲାଗିଛି। ସାଇବର ଠକେଇ କମେଇବା ପାଇଁ ପୁଲିସ ସ୍ବତନ୍ତ୍ର ଜ୍ଞାନ କୌଶଳ ଆପଣାଉଥିବା ବେଳେ ନୂଆନୂଆ କୌଶଳରେ ଠକେଇ କରିବାରେ ବ୍ୟସ୍ତ ଅଦୃଶ୍ୟ ଠକ। ଯାହା ପୁଲିସର ଚିନ୍ତା ବଢ଼଼ାଇ ଦେଇଛି। ପାର୍ବଣରେ ସାଇବର ଲୁଟେରା ବିଭିନ୍ନ ଉପାୟରେ ଠକି ନେଇଛନ୍ତି। ୨୫ ଦିନରେ ୫୦ ଲକ୍ଷ ଟଙ୍କା ଠକିନେଇଥିବା ଜଣାପଡ଼ିଛି। ୟୁପିଆଇ ମାଧ୍ଯମରେ ସର୍ବାଧିକ ଠକେଇ ହୋଇଛି। ସେହିପରି କ୍ରେଡିଟ […]

ଭୁବନେଶ୍ବର : ଥମୁନି ସାଇବର ଠକଙ୍କ ଉତ୍ପାତ। ରାଜ୍ୟ ରାଜଧାନୀରେ ସାଇବର୍‍ ଠକେଇ ବଢ଼଼ିବାରେ ଲାଗିଛି। ସାଇବର ଠକେଇ କମେଇବା ପାଇଁ ପୁଲିସ ସ୍ବତନ୍ତ୍ର ଜ୍ଞାନ କୌଶଳ ଆପଣାଉଥିବା ବେଳେ ନୂଆନୂଆ କୌଶଳରେ ଠକେଇ କରିବାରେ ବ୍ୟସ୍ତ ଅଦୃଶ୍ୟ ଠକ। ଯାହା ପୁଲିସର ଚିନ୍ତା ବଢ଼଼ାଇ ଦେଇଛି। ପାର୍ବଣରେ ସାଇବର ଲୁଟେରା ବିଭିନ୍ନ ଉପାୟରେ ଠକି ନେଇଛନ୍ତି। ୨୫ ଦିନରେ ୫୦ ଲକ୍ଷ ଟଙ୍କା ଠକିନେଇଥିବା ଜଣାପଡ଼ିଛି। ୟୁପିଆଇ ମାଧ୍ଯମରେ ସର୍ବାଧିକ ଠକେଇ ହୋଇଛି। ସେହିପରି କ୍ରେଡିଟ କାର୍ଡ ଓ ଡେବିଟ କାର୍ଡ ମାଧ୍ୟମରେ ମଧ୍ୟ ହୋଇଛି ଠକେଇ ହୋଇଥିବା ସୂଚନା।

About The Author: The Sakala