ମନୋରଞ୍ଜନ

ଟେଲିଭିଜନ୍ ଅଭିନେତ୍ରୀ ସଞ୍ଚିତା ଉଗଲେଙ୍କ ଆତ୍ମହତ୍ୟା: ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ତାରିଖ ସହ ରହିଛି ସଂଯୋଗ, ଶେଷ ପୋଷ୍ଟକୁ ନେଇ ଚର୍ଚ୍ଚା
'୩୭୦ ଟଙ୍କାର ବିରିୟାନୀ' ବିବାଦ: କ୍ଷମା ମାଗିଲେ କମେଡିଆନ୍ ପ୍ରଣୀତ ମୋରେ, କହିଲେ- 'ମୁଁ ଏହି ଘୃଣାର ଯୋଗ୍ୟ'
ସଲମାନ ଖାନ ଏବଂ ଲରେନ୍ସ ବିଷ୍ଣୋଇଙ୍କ ବିବାଦ ଉପରେ ଆଧାରିତ ଫିଲ୍ମ 'କାଲା ହିରଣ'ର ଫାଷ୍ଟ ଲୁକ୍ ରିଲିଜ୍
ମନି ଲଣ୍ଡରିଂ ମାମଲା: ଜ୍ୟାକଲିନ ଫର୍ଣ୍ଣାଣ୍ଡିଜଙ୍କ ଆବେଦନ ଶୁଣାଣିରୁ ଓହରିଲେ ସୁପ୍ରିମକୋର୍ଟ ବିଚାରପତି, ଜୁନ ୨୫ରେ ପରବର୍ତ୍ତୀ ଶୁଣାଣି
ଗାୟକ ଗୁରୁ ରନ୍ଧାୱାଙ୍କ ଜିମ୍ ଉପରକୁ ଗୁଳିମାଡ଼: ସଲମାନ ଖାନଙ୍କ ସହ ସମ୍ପର୍କ ପାଇଁ ଆକ୍ରମଣ କରାଇଥିବା ଦାବି କଲା ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ

ବିଜେପି ବିଧାୟକଙ୍କ କ୍ବାର୍ଟରରେ ଝିଆରୀଙ୍କ ଝୁଲନ୍ତା ମୃତଦେହ

The Sakala Picture
Published On

ଭୁବନେଶ୍ୱର: ଖାରବେଳନଗର ଥାନା ଏମ୍‌‌ଏଲ୍‌‌ଏ କଲୋନୀରୁ ଜଣେ ନାବାଳିକାଙ୍କ ଝୁଲନ୍ତା ମୃତଦେହ ଘର ଭିତରୁ ଉଦ୍ଧାର କରାଯାଇଛି। ନାବାଳିକା ଜଣକ ବେକରେ ଓଢ଼ଣୀ ଲଗାଇ ଫ୍ୟାନ୍‌‌ରେ ଝୁଲି ପଡ଼ିଥିବା ଦେଖିବାକୁ ମିଳିଛି। ମୃତ ନାବାଳିକା ଜଣକ ରାଇରଙ୍ଗପୁର ବିଜେପି ବିଧାୟକ ନବଚରଣ ମାଝିଙ୍କ ଝିଆରୀ ହୋଇଥିବା ଜଣାପଡ଼ିଛି। ପୁଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ନିମନ୍ତେ କ୍ୟାପିଟାଲ ହସ୍ପିଟାଲକୁ ପଠାଇ ଦେଇଛି। ନାବାଳିକା ଜଣକ କ’ଣ ପାଇଁ ଆତ୍ମହତ୍ୟା କଲେ ତାହାର ତଦନ୍ତ ପୁଲିସ ଜାଣି ରଖିଛି। […]

ଭୁବନେଶ୍ୱର: ଖାରବେଳନଗର ଥାନା ଏମ୍‌‌ଏଲ୍‌‌ଏ କଲୋନୀରୁ ଜଣେ ନାବାଳିକାଙ୍କ ଝୁଲନ୍ତା ମୃତଦେହ ଘର ଭିତରୁ ଉଦ୍ଧାର କରାଯାଇଛି। ନାବାଳିକା ଜଣକ ବେକରେ ଓଢ଼ଣୀ ଲଗାଇ ଫ୍ୟାନ୍‌‌ରେ ଝୁଲି ପଡ଼ିଥିବା ଦେଖିବାକୁ ମିଳିଛି। ମୃତ ନାବାଳିକା ଜଣକ ରାଇରଙ୍ଗପୁର ବିଜେପି ବିଧାୟକ ନବଚରଣ ମାଝିଙ୍କ ଝିଆରୀ ହୋଇଥିବା ଜଣାପଡ଼ିଛି। ପୁଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ନିମନ୍ତେ କ୍ୟାପିଟାଲ ହସ୍ପିଟାଲକୁ ପଠାଇ ଦେଇଛି। ନାବାଳିକା ଜଣକ କ’ଣ ପାଇଁ ଆତ୍ମହତ୍ୟା କଲେ ତାହାର ତଦନ୍ତ ପୁଲିସ ଜାଣି ରଖିଛି। ନାବାଳିକା ଏବଂ ତା’ର ଭାଇ ବିଧାୟକଙ୍କ ଘରେ ରହି ପାଠ ପଢ଼ୁଥିଲେ। ଯାହାଫଳରେ ଶନିବାର ରାତିରେ ଗୋଟିଏ ରୁମ୍‌‌ରେ ନାବାଳିକା ଥିବାବେଳେ ସେ ବେକରେ ଓଢ଼ଣୀ ଲଗାଇ ଆତ୍ମହତ୍ୟା କରିଥିଲା। ସକାଳୁ ସେ କବାଟ ନ ଖୋଲିବାରୁ ତା’ ଭାଇ ଦେଖି ପରିବାର ଲୋକଙ୍କୁ ଜଣାଇଥିଲେ। ପରେ ପୁଲିସ ପହଞ୍ଚି ମୃତଦେହ ଜବତ କରିଥିଲା। ସେହଭଳି ୟୁନିଟ୍‌‌-୯ ଅଞ୍ଚଳରେ ରହୁଥିବା ଜଣେ ବୃଦ୍ଧ ଆତ୍ମହତ୍ୟା କରିଛନ୍ତି। ସେ ବେକରେ ରଶୀ ଲଗାଇ ଫ୍ୟାନ୍‌‌ରେ ଝୁଲି ପଡ଼ିଥିଲେ।

ଆହୁରି ପଢ଼ନ୍ତୁ: ୫ ବର୍ଷ ପରେ ଖୋଲିଲା ସିନ୍ଧୁଦୁର୍ଗ 'ଫୋଣ୍ଡା ଘାଟ ଦୁର୍ଘଟଣା'ର ରହସ୍ୟ, ୨ ଲକ୍ଷ ଟଙ୍କା ପାଇଁ ସାଙ୍ଗକୁ ହତ୍ୟା କରିଥିଲେ ସାଙ୍ଗ

07 Aug 2023 By The Sakala

ବିଜେପି ବିଧାୟକଙ୍କ କ୍ବାର୍ଟରରେ ଝିଆରୀଙ୍କ ଝୁଲନ୍ତା ମୃତଦେହ

ଭୁବନେଶ୍ୱର: ଖାରବେଳନଗର ଥାନା ଏମ୍‌‌ଏଲ୍‌‌ଏ କଲୋନୀରୁ ଜଣେ ନାବାଳିକାଙ୍କ ଝୁଲନ୍ତା ମୃତଦେହ ଘର ଭିତରୁ ଉଦ୍ଧାର କରାଯାଇଛି। ନାବାଳିକା ଜଣକ ବେକରେ ଓଢ଼ଣୀ ଲଗାଇ ଫ୍ୟାନ୍‌‌ରେ ଝୁଲି ପଡ଼ିଥିବା ଦେଖିବାକୁ ମିଳିଛି। ମୃତ ନାବାଳିକା ଜଣକ ରାଇରଙ୍ଗପୁର ବିଜେପି ବିଧାୟକ ନବଚରଣ ମାଝିଙ୍କ ଝିଆରୀ ହୋଇଥିବା ଜଣାପଡ଼ିଛି। ପୁଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ନିମନ୍ତେ କ୍ୟାପିଟାଲ ହସ୍ପିଟାଲକୁ ପଠାଇ ଦେଇଛି। ନାବାଳିକା ଜଣକ କ’ଣ ପାଇଁ ଆତ୍ମହତ୍ୟା କଲେ ତାହାର ତଦନ୍ତ ପୁଲିସ ଜାଣି ରଖିଛି। ନାବାଳିକା ଏବଂ ତା’ର ଭାଇ ବିଧାୟକଙ୍କ ଘରେ ରହି ପାଠ ପଢ଼ୁଥିଲେ। ଯାହାଫଳରେ ଶନିବାର ରାତିରେ ଗୋଟିଏ ରୁମ୍‌‌ରେ ନାବାଳିକା ଥିବାବେଳେ ସେ ବେକରେ ଓଢ଼ଣୀ ଲଗାଇ ଆତ୍ମହତ୍ୟା କରିଥିଲା। ସକାଳୁ ସେ କବାଟ ନ ଖୋଲିବାରୁ ତା’ ଭାଇ ଦେଖି ପରିବାର ଲୋକଙ୍କୁ ଜଣାଇଥିଲେ। ପରେ ପୁଲିସ ପହଞ୍ଚି ମୃତଦେହ ଜବତ କରିଥିଲା। ସେହଭଳି ୟୁନିଟ୍‌‌-୯ ଅଞ୍ଚଳରେ ରହୁଥିବା ଜଣେ ବୃଦ୍ଧ ଆତ୍ମହତ୍ୟା କରିଛନ୍ତି। ସେ ବେକରେ ରଶୀ ଲଗାଇ ଫ୍ୟାନ୍‌‌ରେ ଝୁଲି ପଡ଼ିଥିଲେ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର