ବଜାର ପ୍ରବେଶ କଲା ବାଜାଜର ନୂତନ ବାଇକ୍ ‘ପ୍ଲାଟିନା -୧୦୦ ଇଏସ୍’

The Sakala Picture
Published On

ନୂଆଦିଲ୍ଲୀ: ବଜାଜ ଅଟୋ ମଙ୍ଗଳବାର ପ୍ଲାଟିନାର ନୂତନ ସିରିଜ  ପ୍ଲାଟିନା- ୧୦୦ ଇଲେକ୍ଟ୍ରିକ୍ ଷ୍ଟାର୍ଟ (ଇଏସ୍) ଲଞ୍ଚ କରିଛି। ଏହି ବାଇକ୍ ପ୍ଲାଟିନା ବ୍ରାଣ୍ଡର ‘କମ୍ଫଟେକ୍ ଟେକ୍ନୋଲୋଜି’ରେ ନିର୍ମିତ। ଏହି ବାଇକ୍ ଭାରତର ସମସ୍ତ ପ୍ରାଧିକୃତ ବାଜା ଅଟୋ ଡିଲରସିପରେ ଉପଲବ୍ଧ ଅଟେ। ନୂତନ ପ୍ଲାଟିନାରେ ଯାତ୍ରା ସମୟରେ ଅଧିକ ଆରାମଦାୟକ ବୋଲି କୁହାଯାଇଛି। ଏହି ବାଇକରେ ଟ୍ୟୁବଲେସ୍ ଟାୟାର  ମଧ୍ଯ ଦିଆଯାଇଛି। ବଜାରରେ ଏହାର ଚାହିଦା ରହିବ ବୋଲି କମ୍ପାନୀ ପକ୍ଷରୁ କୁହାଯାଇଛି। ଏହି ନୂତନ […]

ନୂଆଦିଲ୍ଲୀ: ବଜାଜ ଅଟୋ ମଙ୍ଗଳବାର ପ୍ଲାଟିନାର ନୂତନ ସିରିଜ  ପ୍ଲାଟିନା- ୧୦୦ ଇଲେକ୍ଟ୍ରିକ୍ ଷ୍ଟାର୍ଟ (ଇଏସ୍) ଲଞ୍ଚ କରିଛି। ଏହି ବାଇକ୍ ପ୍ଲାଟିନା ବ୍ରାଣ୍ଡର ‘କମ୍ଫଟେକ୍ ଟେକ୍ନୋଲୋଜି’ରେ ନିର୍ମିତ। ଏହି ବାଇକ୍ ଭାରତର ସମସ୍ତ ପ୍ରାଧିକୃତ ବାଜା ଅଟୋ ଡିଲରସିପରେ ଉପଲବ୍ଧ ଅଟେ।

ଆହୁରି ପଢ଼ନ୍ତୁ: ଏଏମ୍/ଏନ୍ଏସ୍ ଇଣ୍ଡିଆ ପକ୍ଷରୁ ନିର୍ମାଣ ଏବଂ ଉତ୍ପାଦନ କ୍ଷେତ୍ର ପାଇଁ ପ୍ରିମିୟମ୍ ଗାଲଭାନାଇଜଡ୍ ଷ୍ଟିଲ୍ ବ୍ରାଣ୍ଡ 'ପେଲିକାନ୍' ର ବଜାର ପ୍ରବେଶ

ନୂତନ ପ୍ଲାଟିନାରେ ଯାତ୍ରା ସମୟରେ ଅଧିକ ଆରାମଦାୟକ ବୋଲି କୁହାଯାଇଛି। ଏହି ବାଇକରେ ଟ୍ୟୁବଲେସ୍ ଟାୟାର  ମଧ୍ଯ ଦିଆଯାଇଛି। ବଜାରରେ ଏହାର ଚାହିଦା ରହିବ ବୋଲି କମ୍ପାନୀ ପକ୍ଷରୁ କୁହାଯାଇଛି।

ଆହୁରି ପଢ଼ନ୍ତୁ: ହୁତିଙ୍କ କବ୍ଜାରେ ରଣନୀତିକ ମୟୁନ୍ ଦ୍ୱୀପ: ବିଶ୍ୱ ବାଣିଜ୍ୟରେ ସଙ୍କଟ, ବଢିଲା ତୈଳ ଦର

ଏହି ନୂତନ ପ୍ଲାଟିନାଟି ୧୦୨ ସିସିର । ୪-ଷ୍ଟ୍ରୋକ, ସିଙ୍ଗଲ୍ ସିଲିଣ୍ଡର,  ଏୟାର-କୁଲ୍ଡ ଇଞ୍ଜିନ୍ ପ୍ରଦାନ କରାଯାଇଛି। ଏଥିରେ ୪ଟି ଗିୟର ମଧ୍ଯ ଅଛି।

ଆହୁରି ପଢ଼ନ୍ତୁ: ହୁଥିଙ୍କ କବଜାରେ ମୋଚା ବନ୍ଦର: ବିଶ୍ୱ ତୈଳ ବଜାର ଓ ନୌବାଣିଜ୍ୟ ପାଇଁ ବଢ଼ିଲା ବିପଦ

ବାଇକର ଲୁକ୍ ବିଷୟରେ କହିବାକୁ ଗଲେ, ବାଇକରେ ରିଅରଭ୍ୟୁ ଦର୍ପଣ ଦିଆଯାଇଛି। ଏହା ଦେଖିବା ପାଇଁ ଆରୋହୀଙ୍କୁ ଅଧିକ ଆରାମଦାୟକ କରିବ। ଏହା ସହ ବାଇକର ଲୁକ୍ ମଧ୍ଯ ପ୍ରିମିୟମ ରହିିଛି। ଏହି ବାଇକ ବର୍ତ୍ତମାନ ବଜାରର ଦୁଇଟି ରଙ୍ଗରେ ଉପଲବ୍ଧ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp