ନୂଆଦିଲ୍ଲୀ: କେରଳର ଥିରୁବନ୍ତପୁରମରେ ଅଭାବନୀୟ ଘଟଣା। ପ୍ରେମିକା ସହ ନିଜ ପରିବାରର ୫ଜଣଙ୍କୁ ଜଣେ ଯୁବକ ହତ୍ୟା କରିଥିବା ସୂଚନା ମିଳିଛି। ସମସ୍ତଙ୍କୁ ହାମର ସହ ଚାପଡରେ ହାଣି ସେ ହତ୍ୟା କରିଛି। ନିଜ ମା’, ଜେଜେମା, ନାବାଳକ ଭାଇ, ଦାଦା, ଭଉଣୀ ସହ ପ୍ରେମିକାକୁ ହତ୍ୟା ପରେ ଅଭିଯୁକ୍ତ ଯୁବକ ଥାନାରେ ଆତ୍ମସମର୍ପଣ କରିଛି। ବ୍ୟବସାୟରେ କ୍ଷତି ଯୋଗୁଁଁ ଅତ୍ୟଧିକ ଋଣ କରିଥିଲା ଏବଂ ଋଣ ସୁଝିବାକୁ ପରିବାର ଲୋକେ ରାଜି ହୋଇନଥିବାରୁ ପ୍ରେମିକା ସହ ପରିବାର ୫ଜଣଙ୍କୁ ହତ୍ୟା କରିଥିବା ଅଭିଯୁକ୍ତ ଯୁବକ ପ୍ରକାଶ କରିଛି ବୋଲି ପୁଲିସ ସୂଚନା ଦେଇଛି। ତେବେ ତଦନ୍ତ ପରେ ହତ୍ୟାକାଣ୍ଡର ପ୍ରକଅତ ରହସ୍ୟ ଉନ୍ମୋଚନ ହେବ ବୋଲି ପୁଲିସ ପ୍ରକାଶ କରିଛି।
ଋଣ ପାଇଁ ହତ୍ୟାକାଣ୍ଡ: ପ୍ରେମିକା ସହ ନିଜ ପରିବାରର ୫ଜଣଙ୍କୁ ହତ୍ୟା କଲା ଯୁବକ…
ନୂଆଦିଲ୍ଲୀ: କେରଳର ଥିରୁବନ୍ତପୁରମରେ ଅଭାବନୀୟ ଘଟଣା। ପ୍ରେମିକା ସହ ନିଜ ପରିବାରର ୫ଜଣଙ୍କୁ ଜଣେ ଯୁବକ ହତ୍ୟା କରିଥିବା ସୂଚନା ମିଳିଛି। ସମସ୍ତଙ୍କୁ ହାମର ସହ ଚାପଡରେ ହାଣି ସେ ହତ୍ୟା କରିଛି। ନିଜ ମା’, ଜେଜେମା, ନାବାଳକ ଭାଇ, ଦାଦା, ଭଉଣୀ ସହ ପ୍ରେମିକାକୁ ହତ୍ୟା ପରେ ଅଭିଯୁକ୍ତ ଯୁବକ ଥାନାରେ ଆତ୍ମସମର୍ପଣ କରିଛି। ବ୍ୟବସାୟରେ କ୍ଷତି ଯୋଗୁଁଁ ଅତ୍ୟଧିକ ଋଣ କରିଥିଲା ଏବଂ ଋଣ ସୁଝିବାକୁ ପରିବାର ଲୋକେ ରାଜି ହୋଇନଥିବାରୁ ପ୍ରେମିକା ସହ […]