କଟକ: କଟକ ବାଲିଯାତ୍ରାରେ ବିଭିନ୍ନ ଖାଦ୍ୟ ଷ୍ଟଲରେ ସ୍ବାସ୍ଥ୍ୟ ବିଭାଗର ଚଢ଼ାଉ। ବାସି ଓ ଅପମିଶ୍ରିତ ଖାଦ୍ଯ, ରସାୟନିକ ରଙ୍ଗକୁ ନେଇ ଚାଲିଛି ଚଢାଉ। ଉଭୟ ତଳ ଓ ଉପର ପଡ଼ିଆର ଫୁଡ୍ ଷ୍ଟଲରେ ସ୍ବାସ୍ଥ୍ୟ ଟିମ ଚଢ଼ାଉ କରି ବାସି ଖାଦ୍ୟ ନଷ୍ଟ କରିଛି । ଅସ୍ବାସ୍ଥ୍ୟକର ପରିବେଶ ଓ ନିମ୍ନମାନର ତେଲ ବି ଯାଞ୍ଚ ହେଉଛି । ଏଥିସହ ବ୍ୟବସାୟୀଙ୍କୁ ବାସିଖାଦ୍ୟ ବିକ୍ରି ନକରିବାକୁ ସଚେତନ କରାଯାଇଛି ।
କଟକ ବାଲିଯାତ୍ରାରେ ବିଭିନ୍ନ ଖାଦ୍ୟ ଷ୍ଟଲରେ ସ୍ବାସ୍ଥ୍ୟ ବିଭାଗର ଚଢ଼ାଉ; ବାସି ଖାଦ୍ୟ, ରସାୟନିକ ରଙ୍ଗକୁ ନେଇ ଚାଲିଛି ଯାଞ୍ଚ