ଖୁବ୍ ଶକ୍ତିଶାଳୀ ତ୍ରିଗ୍ରହୀ ଯୋଗ, ତିନି ରାଶିଙ୍କୁ ମିଳିବ ଅତ୍ୟନ୍ତ ଶୁଭ ଫଳ…

ଜ୍ୟୋତିଷ ଶାସ୍ତ୍ରରେ କିଛି ଯୋଗକୁ ଖୁବ୍ ଶୁଭ ବୋଲି କୁହାଯାଇଛି। ଏଥିରୁ ଅନ୍ୟତମ ତ୍ରିଗ୍ରହୀ ଯୋଗ। ବହୁ ବର୍ଷ ପରେ ମୀନ ରାଶିରେ ତ୍ରିଗ୍ରହୀ ଯୋଗ ସୃଷ୍ଟି ହୋଇଛି। ଏହି ଯୋଗ ଶନି, ଶୁକ୍ର ଏବଂ ବୁଧଙ୍କ ମିଳନରେ ହୋଇଛି। ସେହିପରି ଏହି ଯୋଗ ଖୁବ୍ ଶକ୍ତିଶାଳୀ। ତା’ସହ ଏହା ତିନି ରାଶିଙ୍କୁ ଶୁଭ ଫଳ ପ୍ରଦାନ କରିବ। ତେବେ କେଉଁ ତିନି ରାଶି ପାଇଁ ଶୁଭ ତ୍ରିଗ୍ରହୀ ଯୋଗ, ଜାଣିବା ସେ ସମ୍ପର୍କରେ। ବୃଷ: ଏହି […]

ଜ୍ୟୋତିଷ ଶାସ୍ତ୍ରରେ କିଛି ଯୋଗକୁ ଖୁବ୍ ଶୁଭ ବୋଲି କୁହାଯାଇଛି। ଏଥିରୁ ଅନ୍ୟତମ ତ୍ରିଗ୍ରହୀ ଯୋଗ। ବହୁ ବର୍ଷ ପରେ ମୀନ ରାଶିରେ ତ୍ରିଗ୍ରହୀ ଯୋଗ ସୃଷ୍ଟି ହୋଇଛି। ଏହି ଯୋଗ ଶନି, ଶୁକ୍ର ଏବଂ ବୁଧଙ୍କ ମିଳନରେ ହୋଇଛି। ସେହିପରି ଏହି ଯୋଗ ଖୁବ୍ ଶକ୍ତିଶାଳୀ। ତା’ସହ ଏହା ତିନି ରାଶିଙ୍କୁ ଶୁଭ ଫଳ ପ୍ରଦାନ କରିବ। ତେବେ କେଉଁ ତିନି ରାଶି ପାଇଁ ଶୁଭ ତ୍ରିଗ୍ରହୀ ଯୋଗ, ଜାଣିବା ସେ ସମ୍ପର୍କରେ।

ବୃଷ: ଏହି ରାଶି ବ୍ୟକ୍ତିବିଶେଷଙ୍କ ଲାଗି ତ୍ରିଗ୍ରହୀ ଯୋଗ ଅତ୍ୟନ୍ତ ଶୁଭ। ସୁଖ, ସମୃଦ୍ଧି ପ୍ରାପ୍ତ ହେବ। ମାନ-ସମ୍ମାନ ବୃଦ୍ଧି ପାଇବ। ଅଫିସ୍‌ରେ ପଦୋନ୍ନତି ମିଳିବ। ବ୍ୟବସାୟରେ ଉନ୍ନତି ହେବ।

ମିଥୁନ: ତ୍ରିଗ୍ରହୀ ଯୋଗ ମିଥୁନ ରାଶିଧାରୀଙ୍କ ଜୀବନରେ ଅନେକ ସକାରାତ୍ମକ ପରିବର୍ତ୍ତନ ଆଣିବ। କ୍ୟାରିୟରରେ ଉନ୍ନତି ସହିତ ସମ୍ମାନ ପ୍ରାପ୍ତି ହେବ। ଧନ ଲାଭ ହେବ। ବେରୋଜଗାରୀଙ୍କୁ ରୋଜଗାର ମିଳିବ।

କୁମ୍ଭ: କୁମ୍ଭ ରାଶି ବ୍ୟକ୍ତି ବିଶେଷ ଏହି ଯୋଗ ଦ୍ବାରା ଲାଭବାନ ହେବେ। ଯୋଜନା ସଫଳ ହେବ। ଧନ ଆଗମନ ସହ ପଦୋନ୍ନତି ମିଳିବ। ନୂଆ ଅବସରର ଲାଭ ଉଠାଇବେ।

 

About The Author: The Sakala