ପୁଲୱାମାରେ ବଡ଼ ଏନକାଉଣ୍ଟର, ୨ ଆତଙ୍କବାଦୀ ନିପାତ

ଶ୍ରୀନଗର: ଜାମ୍ମୁ-କାଶ୍ମୀର ପୁଲୱାମାରେ ସୁରକ୍ଷାକର୍ମୀଙ୍କୁ ବଡ ସଫଳତା ମିଳିଛି। ତ୍ରାଲ ଜଙ୍ଗଲରେ ଏନକାଉଣ୍ଟରରେ ୩ ଆତଙ୍କବାଦୀ ନିପାତ ହୋଇଛନ୍ତି। ପୁଲୱାମା ତ୍ରାଲ ଜଙ୍ଗଲରେ ସେନା, ପୁଲିସ ଓ ସିଆରପିଏଫ ଯବାନମାନେ ମିଳିତ ଭାବେ ସର୍ଚ୍ଚ ଅପରେସନ କରୁଥିବା ବେଳେ ଏନକାଉଣ୍ଟର ହୋଇଥିଲା। ୪୮ଘଣ୍ଟା ମଧ୍ୟରେ କାଶ୍ମୀରରେ ଏହା ଦ୍ୱିତୀୟ ଏନାକାଉଣ୍ଟର। ଏଯାବତ ମୋଟ ୬ଜଣ ଆତଙ୍କୀଙ୍କୁ ନିହତ କରିଛନ୍ତି ସୁରକ୍ଷା କର୍ମୀ। ଅପରେସନ ସିନ୍ଦୂର ପରେ ସୀମାରେ ସୁରକ୍ଷାକର୍ମୀଙ୍କ କଡା ପଇଁତରା ଜାରି ରହିଛି। ଏହାସହିତ ଜାମ୍ମୁ-କାଶ୍ମୀରରେ […]

ଶ୍ରୀନଗର: ଜାମ୍ମୁ-କାଶ୍ମୀର ପୁଲୱାମାରେ ସୁରକ୍ଷାକର୍ମୀଙ୍କୁ ବଡ ସଫଳତା ମିଳିଛି। ତ୍ରାଲ ଜଙ୍ଗଲରେ ଏନକାଉଣ୍ଟରରେ ୩ ଆତଙ୍କବାଦୀ ନିପାତ ହୋଇଛନ୍ତି। ପୁଲୱାମା ତ୍ରାଲ ଜଙ୍ଗଲରେ ସେନା, ପୁଲିସ ଓ ସିଆରପିଏଫ ଯବାନମାନେ ମିଳିତ ଭାବେ ସର୍ଚ୍ଚ ଅପରେସନ କରୁଥିବା ବେଳେ ଏନକାଉଣ୍ଟର ହୋଇଥିଲା। ୪୮ଘଣ୍ଟା ମଧ୍ୟରେ କାଶ୍ମୀରରେ ଏହା ଦ୍ୱିତୀୟ ଏନାକାଉଣ୍ଟର। ଏଯାବତ ମୋଟ ୬ଜଣ ଆତଙ୍କୀଙ୍କୁ ନିହତ କରିଛନ୍ତି ସୁରକ୍ଷା କର୍ମୀ। ଅପରେସନ ସିନ୍ଦୂର ପରେ ସୀମାରେ ସୁରକ୍ଷାକର୍ମୀଙ୍କ କଡା ପଇଁତରା ଜାରି ରହିଛି। ଏହାସହିତ ଜାମ୍ମୁ-କାଶ୍ମୀରରେ ଆତଙ୍କବାଦୀଙ୍କୁ ନିପାତ କରିବା ଲାଗି ସୁରକ୍ଷାକର୍ମୀ ମାନେ ସର୍ଚ୍ଚ ଅପରେସନକୁ ଜୋରଦାର କରିଛନ୍ତି।

About The Author: The Sakala