ଭୁବନେଶ୍ୱରର ଦୁଇଟି ବାରକୁ ସିଲ୍ କଲା ଅବକାରୀ ବିଭାଗ

ଭୁବନେଶ୍ୱର: ରାଜଧାନୀରେ ଆକ୍ସନ୍ ମୋଡକୁ ଆସିଛି ଅବକାରୀ ବିଭାଗ। ଅବକାରୀ ନିୟମ ଉଲ୍ଲଙ୍ଘନ କରୁଥିବା ବାର୍ ଗୁଡ଼ିକ ଉପରେ ବିଭାଗ ପକ୍ଷରୁ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯାଉଛି। ଭୁବନେଶ୍ୱର ଦୁଇ ଦୁଇଟି ବାରକୁ ସିଲ୍ କରିଛି ଅବକାରୀ ବିଭାଗ। ଭୁବନେଶ୍ୱର ଆମ୍ବିଆନ୍ସ ଓ ବାର୍ବୀ ବାର ଉପରେ ଅଚାନକ ଚଢାଉ କରି ସିଲ କରିଛି ବିଭାଗ। ବିନା ଅନୁମତିରେ ମହିଳାଙ୍କୁ ନିୟୋଜିତ କରୁଥିବା ଖବର ପାଇ ଚଢ଼ାଉ କରିଥିଲେ ଅବକାରୀ ଟିମ। ଏପରିକି ବିଳମ୍ବିତ ରାତି ପର୍ଯ୍ୟନ୍ତ ଗଳା […]

ଭୁବନେଶ୍ୱର: ରାଜଧାନୀରେ ଆକ୍ସନ୍ ମୋଡକୁ ଆସିଛି ଅବକାରୀ ବିଭାଗ। ଅବକାରୀ ନିୟମ ଉଲ୍ଲଙ୍ଘନ କରୁଥିବା ବାର୍ ଗୁଡ଼ିକ ଉପରେ ବିଭାଗ ପକ୍ଷରୁ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯାଉଛି। ଭୁବନେଶ୍ୱର ଦୁଇ ଦୁଇଟି ବାରକୁ ସିଲ୍ କରିଛି ଅବକାରୀ ବିଭାଗ। ଭୁବନେଶ୍ୱର ଆମ୍ବିଆନ୍ସ ଓ ବାର୍ବୀ ବାର ଉପରେ ଅଚାନକ ଚଢାଉ କରି ସିଲ କରିଛି ବିଭାଗ। ବିନା ଅନୁମତିରେ ମହିଳାଙ୍କୁ ନିୟୋଜିତ କରୁଥିବା ଖବର ପାଇ ଚଢ଼ାଉ କରିଥିଲେ ଅବକାରୀ ଟିମ। ଏପରିକି ବିଳମ୍ବିତ ରାତି ପର୍ଯ୍ୟନ୍ତ ଗଳା ବାଟ ଦେଇ ଚାଲିଥିଲା ବାର । ଆଗାମୀ ଦିନରେ ଏଭଳି ଅଭିଯାନ ଜାରି ରହିବ ବୋଲି ସୂଚନା ଦେଇଛନ୍ତି ଅବକାରୀ ସୁପରିଟେଣ୍ଡେଣ୍ଟ ।

About The Author: The Sakala