ଭୁବନେଶ୍ବର : ରାଜ୍ୟରେ ୧୨ ନୂଆ ବିଜ୍ଞାପିତ ଅଞ୍ଚଳ ପରିଷଦ(ଏନ୍ଏସି) ପାଇଁ ପ୍ରକାଶ ପାଇଛି ଡ୍ରାଫ୍ଟ ନୋଟିସ୍। ଆଜି ନଗର ଉନ୍ନୟନ ବିଭାଗ ପକ୍ଷରୁ ଏହି ବିଜ୍ଞପ୍ତି ପ୍ରକାଶ ପାଇଛି। ପାଲଲହଡ଼ା, ବୀରମହାରାଜପୁର, ବାଙ୍ଗିରିପୋଷି, ବସ୍ତା, ବେତନଟୀ,ସିମୁଳିଆ, ଚିତ୍ରଡ଼ା, ବିଷମକଟକ, ବାମରା, ରେଙ୍ଗାଲି, ତିହିଡ଼ି ଓ ଧୂଷୁରୀ ନୂଆ ବିଜ୍ଞାପିତ ଅଞ୍ଚଳ ପରିଷଦ ହେବ।
୭ ଜିଲ୍ଲାରେ ୧୨ ନୂଆ NAC, ନଗର ଉନ୍ନୟନ ବିଭାଗ ପକ୍ଷରୁ ପ୍ରକାଶ ପାଇଲା ବିଜ୍ଞପ୍ତି