ରାଜଧାନୀ ଦିଲ୍ଲୀରୁ ୯୦୦ କୋଟିର କୋକେନ ଜବତ କଲା ଏନସିବି

The Sakala Picture
Published On

ନୂଆଦିଲ୍ଲୀ: କୋକେନ କବଳରେ ରାଜଧାନୀ ଦିଲ୍ଲୀ । ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁର(ଏନସିବି) ରାଜଧାନୀ ଦିଲ୍ଲୀର ନାଙ୍ଗଲୋ ଓ ଜନକପୁରୀ ରୁ ୮୨ କେଜିରୁ ଅଧିକ ଓଜନର କୋକେନ ଜବତ କରିଛି। ଅନ୍ତର୍ଜାତୀୟ ବଜାରରେ ଏହାର ମୂଲ୍ୟ ପ୍ରାୟ ୯୦୦ କୋଟି ଟଙ୍କା ହେବ। ଏହି ନିଶାଦ୍ରବ୍ୟକୁ ଗୋଟିଏ କୋରିୟର ଅଫିସରୁ ଜବତ କରାଯାଇଛି। ଏସବୁ ଅଷ୍ଟ୍ରେଲିଆ ପଠା ଯାଇଥାନ୍ତା। ଏହା ପୂର୍ବରୁ ଏନସିବି ଓ ଭାରତୀୟ ନୌସେନାର ଟିମ୍‌ ଗୁଜରାଟ ଉପକୂଳରୁ ୭୦୦ କେଜିର ନିଶାଦ୍ରବ୍ୟ ଜବତ କରିଥିଲା। […]

ନୂଆଦିଲ୍ଲୀ: କୋକେନ କବଳରେ ରାଜଧାନୀ ଦିଲ୍ଲୀ । ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁର(ଏନସିବି) ରାଜଧାନୀ ଦିଲ୍ଲୀର ନାଙ୍ଗଲୋ ଓ ଜନକପୁରୀ ରୁ ୮୨ କେଜିରୁ ଅଧିକ ଓଜନର କୋକେନ ଜବତ କରିଛି। ଅନ୍ତର୍ଜାତୀୟ ବଜାରରେ ଏହାର ମୂଲ୍ୟ ପ୍ରାୟ ୯୦୦ କୋଟି ଟଙ୍କା ହେବ। ଏହି ନିଶାଦ୍ରବ୍ୟକୁ ଗୋଟିଏ କୋରିୟର ଅଫିସରୁ ଜବତ କରାଯାଇଛି। ଏସବୁ ଅଷ୍ଟ୍ରେଲିଆ ପଠା ଯାଇଥାନ୍ତା। ଏହା ପୂର୍ବରୁ ଏନସିବି ଓ ଭାରତୀୟ ନୌସେନାର ଟିମ୍‌ ଗୁଜରାଟ ଉପକୂଳରୁ ୭୦୦ କେଜିର ନିଶାଦ୍ରବ୍ୟ ଜବତ କରିଥିଲା। ଏହି ଘଟଣାରେ ୮ ଜଣ ଇରାନ ନାଗରିକଙ୍କୁ ଗିରଫ କରାଯାଇଛି। ଗୋଟିଏ ଦିନରେ ଦୁଇଟି ବଡ଼ବଡ଼ ନିଶା କାରବାର ରାକେଟର ଫର୍ଦ୍ଦାଫାସ କରିଥିବା ଏନସିବିକୁ ଅମିତ ଶାହା ଟ୍ୱିଟ କରି ଶୁଭେଚ୍ଛା ଜଣାଇଛନ୍ତି।

ଆହୁରି ପଢ଼ନ୍ତୁ: ରାଜ୍ୟରେ ୪୬୦୭ ଡାକ୍ତର ପଦବୀ ଖାଲି: ବିଧାନସଭାରେ ଉଦବେଗଜନକ ତଥ୍ୟ ରଖିଲେ ସ୍ୱାସ୍ଥ୍ୟମନ୍ତ୍ରୀ

ଏନ୍‌ସିବିର ସୂଚନା ଅନୁସାରେ ଜବତ ହୋଇଥିବା କୋକେନ୍‌କୁ ଅଷ୍ଟ୍ରେଲିଆ ପଠାଯିବାର ଥିଲା। ଏଥିରୁ କିଛି ମାତ୍ରାରେ କୋରିୟର ଓ ଛୋଟ କାର୍ଗୋ ସେବା ମାଧ୍ୟମରେ ପଠାଯାଉଥିବା ବେଳେ ଧରାପଡ଼ିଥିଲା। ଏଥିରେ ସଂପୃକ୍ତ ଲୋକେ ହାୱଲା ମାଧ୍ୟମରେ ଅପରେଟ୍ କରନ୍ତି। ଜଣେ ଅନ୍ୟ ଜଣଙ୍କ ପାଇଁ ଅଚିହ୍ନା। ଏମାନେ ପ୍ରତିଦିନ କଥାବାର୍ତ୍ତା ପାଇଁ ଛଦ୍ମନାମ ବ୍ୟବହାର କରିଥାନ୍ତି ବୋଲି ଜଣାପଡିଛି ।

ଆହୁରି ପଢ଼ନ୍ତୁ: ଓଡ଼ିଶାରେ ହୋଲି ବେଳେ ବଡ଼ ଅଘଟଣ: ଗାଧୋଇବା ବେଳେ ପାଣିରେ ବୁଡ଼ି ୯ ମୃତ, ଜଣେ ନିଖୋଜ

16 Nov 2024 By The Sakala

ରାଜଧାନୀ ଦିଲ୍ଲୀରୁ ୯୦୦ କୋଟିର କୋକେନ ଜବତ କଲା ଏନସିବି

ନୂଆଦିଲ୍ଲୀ: କୋକେନ କବଳରେ ରାଜଧାନୀ ଦିଲ୍ଲୀ । ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁର(ଏନସିବି) ରାଜଧାନୀ ଦିଲ୍ଲୀର ନାଙ୍ଗଲୋ ଓ ଜନକପୁରୀ ରୁ ୮୨ କେଜିରୁ ଅଧିକ ଓଜନର କୋକେନ ଜବତ କରିଛି। ଅନ୍ତର୍ଜାତୀୟ ବଜାରରେ ଏହାର ମୂଲ୍ୟ ପ୍ରାୟ ୯୦୦ କୋଟି ଟଙ୍କା ହେବ। ଏହି ନିଶାଦ୍ରବ୍ୟକୁ ଗୋଟିଏ କୋରିୟର ଅଫିସରୁ ଜବତ କରାଯାଇଛି। ଏସବୁ ଅଷ୍ଟ୍ରେଲିଆ ପଠା ଯାଇଥାନ୍ତା। ଏହା ପୂର୍ବରୁ ଏନସିବି ଓ ଭାରତୀୟ ନୌସେନାର ଟିମ୍‌ ଗୁଜରାଟ ଉପକୂଳରୁ ୭୦୦ କେଜିର ନିଶାଦ୍ରବ୍ୟ ଜବତ କରିଥିଲା। ଏହି ଘଟଣାରେ ୮ ଜଣ ଇରାନ ନାଗରିକଙ୍କୁ ଗିରଫ କରାଯାଇଛି। ଗୋଟିଏ ଦିନରେ ଦୁଇଟି ବଡ଼ବଡ଼ ନିଶା କାରବାର ରାକେଟର ଫର୍ଦ୍ଦାଫାସ କରିଥିବା ଏନସିବିକୁ ଅମିତ ଶାହା ଟ୍ୱିଟ କରି ଶୁଭେଚ୍ଛା ଜଣାଇଛନ୍ତି।

ଏନ୍‌ସିବିର ସୂଚନା ଅନୁସାରେ ଜବତ ହୋଇଥିବା କୋକେନ୍‌କୁ ଅଷ୍ଟ୍ରେଲିଆ ପଠାଯିବାର ଥିଲା। ଏଥିରୁ କିଛି ମାତ୍ରାରେ କୋରିୟର ଓ ଛୋଟ କାର୍ଗୋ ସେବା ମାଧ୍ୟମରେ ପଠାଯାଉଥିବା ବେଳେ ଧରାପଡ଼ିଥିଲା। ଏଥିରେ ସଂପୃକ୍ତ ଲୋକେ ହାୱଲା ମାଧ୍ୟମରେ ଅପରେଟ୍ କରନ୍ତି। ଜଣେ ଅନ୍ୟ ଜଣଙ୍କ ପାଇଁ ଅଚିହ୍ନା। ଏମାନେ ପ୍ରତିଦିନ କଥାବାର୍ତ୍ତା ପାଇଁ ଛଦ୍ମନାମ ବ୍ୟବହାର କରିଥାନ୍ତି ବୋଲି ଜଣାପଡିଛି ।

https://www.thesakala.in/big-news/ncb-seized-cocaine-worth-900-crore-in-capital-delhi/article-36600
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର