ସୁରକ୍ଷାକର୍ମୀଙ୍କ ଏନ୍‌କାଉଣ୍ଟରରେ ୩ ମାଓବାଦୀ ନିହତ

ନୂଆଦିଲ୍ଲୀ: ସୁରକ୍ଷାକର୍ମୀଙ୍କ ଏନ୍‌କାଉଣ୍ଟରରେ ୩ ମାଓବାଦୀ ନିହତ। ଛତିଶଗଡ଼ ଗରିଆବନ୍ଧ ଜିଲ୍ଲାରେ ଏନ୍‌କାଉଣ୍ଟର। ସିଆର୍‌ପିଏଫ୍‌ ଓ ଡିଆର୍‌ଜି ଯବାନଙ୍କ କମ୍ବିଂ ବେଳେ ଗୁଳି ବିନିମୟ ଘଟିଛି। ଅପରେସନରେ ଓଡ଼ିଶା ପୁଲିସ ମଧ୍ୟ ସାମିଲ ହୋଇଥିଲେ । ଘଟଣାସ୍ଥଳରୁ ଗୋଟିଏ ବନ୍ଧୁକ ମଧ୍ୟ ଜବତ ହୋଇଥିବା ସୂଚନା ।

About The Author: The Sakala