ଜୁମ୍‌ ଆପ୍‌ରେ କେମିତି କରିବେ ଭିଡ଼ିଓ ରେକର୍ଡ

ମହାମାରୀ ସମୟରେ ପାଠପଢ଼ାଠୁ ଆରମ୍ଭ କରି ଅଫିସ୍‌ କାର୍ଯ୍ୟ ସବୁ ଅନ୍‌ଲାଇନ୍‌ରେ ହେଉଛି। ଏହି ସମୟରେ ଜୁମ୍‌ ଆପ୍‌ର ବ୍ୟବହାର ବଢ଼ି ଯାଇଛି। ଉପଭୋକ୍ତାମାନଙ୍କୁ ଆକୃଷ୍ଟ କରିବା ପାଇଁ ଜୁମ୍‌ ପକ୍ଷରୁ ବିଭିନ୍ନ ବୈଶିଷ୍ଟ୍ୟ ଲଞ୍ଚ କରାଯାଉଛି। ଏପରିକି ଏବେ ଜୁମ୍‌ରେ ଭିଡ଼ିଓ ମଧ୍ୟ ରେକର୍ଡ କରିହେବ। ଭିଡ଼ିଓ ରେକର୍ଡ କରିବା ପାଇଁ ପ୍ରଥମେ ଜୁମ୍‌ ଆପ୍‌ର ଲାଟେଷ୍ଟ ଭର୍ସନ ଅପ୍‌ଡେଟ୍‌ କରନ୍ତୁ। ଏବେ ମିଟିଙ୍ଗଂ ହୋଷ୍ଟ କରନ୍ତୁ କିମ୍ବା ଜଏନ୍‌ କରନ୍ତୁ। ଏହାପରେ ବାମ ପଟ […]

ମହାମାରୀ ସମୟରେ ପାଠପଢ଼ାଠୁ ଆରମ୍ଭ କରି ଅଫିସ୍‌ କାର୍ଯ୍ୟ ସବୁ ଅନ୍‌ଲାଇନ୍‌ରେ ହେଉଛି। ଏହି ସମୟରେ ଜୁମ୍‌ ଆପ୍‌ର ବ୍ୟବହାର ବଢ଼ି ଯାଇଛି। ଉପଭୋକ୍ତାମାନଙ୍କୁ ଆକୃଷ୍ଟ କରିବା ପାଇଁ ଜୁମ୍‌ ପକ୍ଷରୁ ବିଭିନ୍ନ ବୈଶିଷ୍ଟ୍ୟ ଲଞ୍ଚ କରାଯାଉଛି। ଏପରିକି ଏବେ ଜୁମ୍‌ରେ ଭିଡ଼ିଓ ମଧ୍ୟ ରେକର୍ଡ କରିହେବ।

  1. ଭିଡ଼ିଓ ରେକର୍ଡ କରିବା ପାଇଁ ପ୍ରଥମେ ଜୁମ୍‌ ଆପ୍‌ର ଲାଟେଷ୍ଟ ଭର୍ସନ ଅପ୍‌ଡେଟ୍‌ କରନ୍ତୁ।
  2. ଏବେ ମିଟିଙ୍ଗଂ ହୋଷ୍ଟ କରନ୍ତୁ କିମ୍ବା ଜଏନ୍‌ କରନ୍ତୁ।
  3. ଏହାପରେ ବାମ ପଟ ଉପର ପାର୍ଶ୍ବରେ ରେକର୍ଡିଂ ବଟନ ନଜର ଆସିବ।
  4. ଏହା ଉପରେ କ୍ଲିକ୍‌ କରନ୍ତୁ।
  5. ଆପଣ ଚାହିଁଲେ ରେକଡିଂ ପଜ୍ କିମ୍ବା ଷ୍ଟପ୍‌ ମଧ୍ୟ କରିପାରିବେ।
  6. ଏବେ ସେଭ୍‌ ଫାଇଲ୍‌କୁ ଯାଇ ଆପଣ କରିଥିବା ରେକର୍ଡିଂ ଦେଖିପାରିବେ।

About The Author: The Sakala