ଆଇସିସି ବିଶ୍ଵ ଟେଷ୍ଟ ଚାମ୍ପିଅନସିପ ପାଇଁ ଭାରତୀୟ ଦଳ ଘୋଷଣା

ଭୁବନେଶ୍ବର: ଆଇସିସି ବିଶ୍ଵ ଟେଷ୍ଟ ଚାମ୍ପିଅନସିପ ପାଇଁ ଆଜି ଭାରତୀୟ ଦଳ ଘୋଷଣା ହୋଇଛି। ରୋହିତ ଶର୍ମାଙ୍କ ନେତୃତ୍ବରେ ଟିମ ଇଣ୍ଡିଆ ବିଶ୍ଵ ଟେଷ୍ଟ ଚାମ୍ପିଅନସିପ ପାଇଁ ପଡିଆକୁ ଓହ୍ଲାଇବ । ପୁଣିଥରେ ଆଜିଙ୍କ୍ୟ ରାହେଣେ ଟେଷ୍ଟ ଦଳକୁ ଫେରିଛନ୍ତି। 🚨 NEWS 🚨#TeamIndia squad for ICC World Test Championship 2023 Final announced. Details 🔽 #WTC23 https://t.co/sz7F5ByfiU pic.twitter.com/KIcH530rOL — BCCI (@BCCI) April 25, 2023 ଭାରତୀୟ ଦଳ: ରୋହିତ […]

ଭୁବନେଶ୍ବର: ଆଇସିସି ବିଶ୍ଵ ଟେଷ୍ଟ ଚାମ୍ପିଅନସିପ ପାଇଁ ଆଜି ଭାରତୀୟ ଦଳ ଘୋଷଣା ହୋଇଛି। ରୋହିତ ଶର୍ମାଙ୍କ ନେତୃତ୍ବରେ ଟିମ ଇଣ୍ଡିଆ ବିଶ୍ଵ ଟେଷ୍ଟ ଚାମ୍ପିଅନସିପ ପାଇଁ ପଡିଆକୁ ଓହ୍ଲାଇବ । ପୁଣିଥରେ ଆଜିଙ୍କ୍ୟ ରାହେଣେ ଟେଷ୍ଟ ଦଳକୁ ଫେରିଛନ୍ତି।


ଭାରତୀୟ ଦଳ: ରୋହିତ ଶର୍ମା ( ଅଧିନାୟକ), ଶୁଭମନ ଗିଲ୍‌, ଚେତେଶ୍ବର ପୂଜାରା , ବିରାଟ କୋହଲି, ଆଜିଙ୍କ୍ୟ ରାହେଣେ , କେଏଲ ରାହୁଲ, କେଏସ. ଭରତ, ରବିଚନ୍ଦ୍ରନ ଅଶ୍ବିନୀ, ରବିନ୍ଦ୍ର ଜାଡେଜା, ଅକ୍ଷର ପଟେଲ, ସର୍ଦ୍ଦୁଲ ଠାକୁର, ମହମ୍ମଦ ସାମ୍ମୀ, ମହମ୍ମଦ ସିରାଜ୍‌, ଉମେଶ ଯାଦବ, ଜୟଦେବ ଉନାଦକଟ ।

About The Author: The Sakala