ଇଂଲଣ୍ଡ ଗସ୍ତ ପାଇଁ ଭାରତୀୟ ଟେଷ୍ଟ ଟିମ୍ ଘୋଷଣା: ଗିଲ ହେଲେ ନୂଆ ଅଧିନାୟକ ଓ ପନ୍ତ ଉପ-ଅଧିନାୟକ…

ନୂଆଦିଲ୍ଲୀ: ଇଂଲଣ୍ଡ ଗସ୍ତ ପାଇଁ ଘୋଷଣା ହେଲା ଭାରତୀୟ କ୍ରିକେଟ୍ ଟିମ୍। ୧୮ ଜଣିଆ ଭାରତୀୟ ଦଳ ଘୋଷଣା କରାଯାଇଥିବାବେଳେ ଶୁବମନ ଗିଲଙ୍କୁ ଗୁରୁ ଦାୟିତ୍ବ ଦିଆଯାଇଛି। ଶୁବମନ ଗିଲ ଭାରତୀୟଟେଷ୍ଟ ଦଳର ନୂଆ ଅଧିନାୟକ ହୋଇଛନ୍ତି। ସେହିପରି ଋଷଭ ପନ୍ତଙ୍କୁ ଭାରତୀୟ ଦଳର ଉପ ଅଧିନାୟକ ଦୟିତ୍ବ ତୁଲାଇବେ। ଟିମକୁ କରୁଣା ନାୟାର ଫେରିଥିବାବେଳେ ସାଇ ସୁଦର୍ଶନ ନୂଆ ମୁହଁ। ଆହତ କାରଣରୁ ସାମି ବାଦ୍ ପଡିଛନ୍ତି । ଟିମରେ ଅଛନ୍ତି -ଯଶଶ୍ବୀ ଜୟସ୍ବାଲ, କେ.ଏଲ. […]

ନୂଆଦିଲ୍ଲୀ: ଇଂଲଣ୍ଡ ଗସ୍ତ ପାଇଁ ଘୋଷଣା ହେଲା ଭାରତୀୟ କ୍ରିକେଟ୍ ଟିମ୍। ୧୮ ଜଣିଆ ଭାରତୀୟ ଦଳ ଘୋଷଣା କରାଯାଇଥିବାବେଳେ ଶୁବମନ ଗିଲଙ୍କୁ ଗୁରୁ ଦାୟିତ୍ବ ଦିଆଯାଇଛି। ଶୁବମନ ଗିଲ ଭାରତୀୟଟେଷ୍ଟ ଦଳର ନୂଆ ଅଧିନାୟକ ହୋଇଛନ୍ତି। ସେହିପରି ଋଷଭ ପନ୍ତଙ୍କୁ ଭାରତୀୟ ଦଳର ଉପ ଅଧିନାୟକ ଦୟିତ୍ବ ତୁଲାଇବେ। ଟିମକୁ କରୁଣା ନାୟାର ଫେରିଥିବାବେଳେ ସାଇ ସୁଦର୍ଶନ ନୂଆ ମୁହଁ। ଆହତ କାରଣରୁ ସାମି ବାଦ୍ ପଡିଛନ୍ତି ।

ଟିମରେ ଅଛନ୍ତି -ଯଶଶ୍ବୀ ଜୟସ୍ବାଲ, କେ.ଏଲ. ରାହୁଲ, ସାଇ ସୁଦର୍ଶନ, ଅଭିମନ୍ୟୁ ଇଶ୍ବର, କରୁଣ ନାୟାର, ନିତିଶ କୁମାର ରେଡ୍ଡୀ, ରବୀନ୍ଦ୍ର ଜାଡେଜା, ଧ୍ରୁବ ଜୁରେଲ,
ଓ୍ବାଶିଂଟନ ସୁନ୍ଦର, ଶାର୍ଦ୍ଦୂଲ ଠାକୁର, ଜଶପ୍ରୀତ୍ ବୁମରା, ପ୍ରସିଦ୍ଧ କ୍ରିଷ୍ଣା, ଆକାଶଦୀପ ଅର୍ଶଦୀପ ସିଂହ ଓ କୁଲଦୀପ ଯାଦବ ।

 

 

About The Author: The Sakala