By
The Sakala
ଟୋକିଓ ଅଲିମ୍ପିକ୍ସରେ ଶୁକ୍ରବାର ଭାରତ ପାଇଁ ଭଲ ଦିନ ରହିଥିବା ବେଳେ ନିରାଶ କରିଛନ୍ତି ସ୍ପ୍ରିଣ୍ଟର ଦୂତୀ ଚାନ୍ଦ। ୧୦୦ ମିଟର ଦୌଡ (ରାଉଣ୍ଡ-୧)ର ୭ମ ସ୍ଥାନରେ ରହିଛନ୍ତି ଦୂତୀ । ହେଲେ ଆଉ ଏକ ପଦକ ନିଶ୍ଚିତ କରିଛନ୍ତି ବକ୍ସର ଲଭଲିନା । କ୍ୱାର୍ଟର ଫାଇନାଲରେ ତାଇପେଇର ନନ-ଚିନ-ଚେନଙ୍କୁ ହରାଇଛନ୍ତି। ଲଭଲିନା ବୋର୍ଗୋହେଁ ୪-୧ରେ ଚାଇନାକୁ ହରାଇ ୬୯ ବର୍ଗରେ ବିଜୟୀ ହୋଇଛନ୍ତି । ଅଲିମ୍ପିକ୍ସରେ ଭାରତ ପାଇଁ ଆଉ ଏକ ପଦକ ନିଶ୍ଚିତ ହୋଇଛି। […]
ଟୋକିଓ ଅଲିମ୍ପିକ୍ସରେ ଶୁକ୍ରବାର ଭାରତ ପାଇଁ ଭଲ ଦିନ ରହିଥିବା ବେଳେ ନିରାଶ କରିଛନ୍ତି ସ୍ପ୍ରିଣ୍ଟର ଦୂତୀ ଚାନ୍ଦ। ୧୦୦ ମିଟର ଦୌଡ (ରାଉଣ୍ଡ-୧)ର ୭ମ ସ୍ଥାନରେ ରହିଛନ୍ତି ଦୂତୀ । ହେଲେ ଆଉ ଏକ ପଦକ ନିଶ୍ଚିତ କରିଛନ୍ତି ବକ୍ସର ଲଭଲିନା । କ୍ୱାର୍ଟର ଫାଇନାଲରେ ତାଇପେଇର ନନ-ଚିନ-ଚେନଙ୍କୁ ହରାଇଛନ୍ତି। ଲଭଲିନା ବୋର୍ଗୋହେଁ ୪-୧ରେ ଚାଇନାକୁ ହରାଇ ୬୯ ବର୍ଗରେ ବିଜୟୀ ହୋଇଛନ୍ତି । ଅଲିମ୍ପିକ୍ସରେ ଭାରତ ପାଇଁ ଆଉ ଏକ ପଦକ ନିଶ୍ଚିତ ହୋଇଛି।
ୃୃ
About The Author: The Sakala