ଭୁବନେଶ୍ବର: ପୁରୁଷ ହକି ବିଶ୍ବକପ୍-୨୦୨୩ର ୪ର୍ଥ ତଥା ଶେଷ କ୍ରସ୍ ଓଭର ମ୍ୟାଚ୍ ଆର୍ଜେଣ୍ଟିନା ଓ କୋରିଆ ମଧ୍ଯରେ ଖେଳାଯାଇଥିଲା । ସ୍ଥାନୀୟ କଳିଙ୍ଗ ଷ୍ଟାଡିୟମରେ ଉଭୟଙ୍କ ମଧ୍ଯରେ କଡା ଟକ୍କର ହୋଇଥିଲା । ୪ଟି କ୍ବାଟରରେ ଉଭୟଙ୍କ ଗୋଲ ୫ – ୫ରେ ବରାବର ହୋଇଥିଲା । ଏହାପରେ ପେନାଲ୍ଟି ସୁଟ ଆଉଟ ଖେଳାଯାଇଥିଲା। ଏହି ପେନାଲ୍ଟି ସୁଟ ଆଉଟରେ ଅର୍ଜେଟିନାକୁ ହରାଇଛି କୋରିଆ । ଏଥିସହ କୋରିଆ କ୍ବାଟରରେ ପହଞ୍ଚିଛି। ଆସନ୍ତା ୨୫ ତାରିଖରେ କଳିଙ୍ଗ ଷ୍ଟାଡିୟମରେ କୋରିଆ ଓ ନେଦରଲାଣ୍ଡ୍ସ ମଧ୍ୟରେ ମ୍ୟାଚ୍ ଖେଳାଯିବ।
ପୁରୁଷ ହକି ବିଶ୍ବକପ୍-୨୦୨୩: ପେନାଲ୍ଟି ସୁଟ ଆଉଟରେ ଆର୍ଜେଣ୍ଟିନାକୁ ହରାଇ କ୍ବାର୍ଟରରେ ପ୍ରବେଶ କଲା କୋରିଆ
ଭୁବନେଶ୍ବର: ପୁରୁଷ ହକି ବିଶ୍ବକପ୍-୨୦୨୩ର ୪ର୍ଥ ତଥା ଶେଷ କ୍ରସ୍ ଓଭର ମ୍ୟାଚ୍ ଆର୍ଜେଣ୍ଟିନା ଓ କୋରିଆ ମଧ୍ଯରେ ଖେଳାଯାଇଥିଲା । ସ୍ଥାନୀୟ କଳିଙ୍ଗ ଷ୍ଟାଡିୟମରେ ଉଭୟଙ୍କ ମଧ୍ଯରେ କଡା ଟକ୍କର ହୋଇଥିଲା । ୪ଟି କ୍ବାଟରରେ ଉଭୟଙ୍କ ଗୋଲ ୫ – ୫ରେ ବରାବର ହୋଇଥିଲା । ଏହାପରେ ପେନାଲ୍ଟି ସୁଟ ଆଉଟ ଖେଳାଯାଇଥିଲା। ଏହି ପେନାଲ୍ଟି ସୁଟ ଆଉଟରେ ଅର୍ଜେଟିନାକୁ ହରାଇଛି କୋରିଆ । ଏଥିସହ କୋରିଆ କ୍ବାଟରରେ ପହଞ୍ଚିଛି। ଆସନ୍ତା ୨୫ ତାରିଖରେ […]