ବର୍ତ୍ତମାନ ଶିକ୍ଷା ଓ କ୍ୟାରିୟର କ୍ଷେତ୍ରରେ ପ୍ରତିଯୋଗିତା ବଢିଯାଇଛି। ତେଣୁ ସମସ୍ତେ ଚାହୁଁଛନ୍ତି, ସେମାନଙ୍କ ସନ୍ତାନମାନେ ପ୍ରତିଯୋଗିତାମୂଳକ ପରୀକ୍ଷାରେ ସଫଳ ହୋଇ ଭଲ କ୍ୟାରିୟର୍ କରନ୍ତୁ । କିନ୍ତୁ ଅନେକ ସମୟରେ ପିଲାମାନେ କଠିନ ପରିଶ୍ରମ କରିବା ସତ୍ତ୍ବେ କ୍ୟାରିୟରରେ ସେମାନଙ୍କୁ ସଫଳତା ମିଳୁନଥିବାର ଦେଖାଯାଏ । ଏଭଳି ପରିସ୍ଥିତି ବାସ୍ତୁଦୋଷ ପାଇଁ ମଧ୍ୟ ସୃଷ୍ଟି ହୋଇଥାଏ । ତେଣୁ କିଛି ବାସ୍ତୁ ନିୟମକୁ ମାନିବା ଦ୍ବାରା ଶିକ୍ଷା କ୍ଷେତ୍ରରେ ସଫଳତା ମିଳିଥାଏ। ସେସବୁ ନିୟମ ହେଉଛି…
ବାସ୍ତୁ ଟିପ୍ସ: କ୍ୟାରିୟରରେ ସଫଳତା ଆଣିବା ପାଇଁ ପଢ଼ାଘରର କ’ଣ ରହିଛି ମହତ୍ତ୍ୱ
ବର୍ତ୍ତମାନ ଶିକ୍ଷା ଓ କ୍ୟାରିୟର କ୍ଷେତ୍ରରେ ପ୍ରତିଯୋଗିତା ବଢିଯାଇଛି। ତେଣୁ ସମସ୍ତେ ଚାହୁଁଛନ୍ତି, ସେମାନଙ୍କ ସନ୍ତାନମାନେ ପ୍ରତିଯୋଗିତାମୂଳକ ପରୀକ୍ଷାରେ ସଫଳ ହୋଇ ଭଲ କ୍ୟାରିୟର୍ କରନ୍ତୁ । କିନ୍ତୁ ଅନେକ ସମୟରେ ପିଲାମାନେ କଠିନ ପରିଶ୍ରମ କରିବା ସତ୍ତ୍ବେ କ୍ୟାରିୟରରେ ସେମାନଙ୍କୁ ସଫଳତା ମିଳୁନଥିବାର ଦେଖାଯାଏ । ଏଭଳି ପରିସ୍ଥିତି ବାସ୍ତୁଦୋଷ ପାଇଁ ମଧ୍ୟ ସୃଷ୍ଟି ହୋଇଥାଏ । ତେଣୁ କିଛି ବାସ୍ତୁ ନିୟମକୁ ମାନିବା ଦ୍ବାରା ଶିକ୍ଷା କ୍ଷେତ୍ରରେ ସଫଳତା ମିଳିଥାଏ। ସେସବୁ ନିୟମ ହେଉଛି… […]