ବାଇଡେନ୍‌‌ଙ୍କ ଅନ୍ଧାରୁଆ କିଏଭ୍‌‌ ଗସ୍ତର ଶୂନ୍ୟତତ୍ତ୍ୱ

ଯୁଦ୍ଧବିଧ୍ୱସ୍ତ ୟୁକ୍ରେନର ରାଜଧାନୀ କିଏଭ୍‌‌କୁ ନିକଟରେ ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ୍‌‌ଙ୍କ ଗୁପ୍ତଗସ୍ତର ସନ୍ଦେଶ କ’ଣ ହୋଇପାରେ? ସେ ୟୁକ୍ରେନ୍‌‌ର ରାଷ୍ଟ୍ରପତି ଭୋଲେଦିମିର ଜେଲେନସ୍କୀଙ୍କୁ ଭେଟିବା ସହିତ ତାଙ୍କୁ ଆମେରିକା ଓ ନାଟୋ ମେଣ୍ଟ ସମସ୍ତ ପ୍ରକାର ସାମରିକ ଓ ଆର୍ଥିକ ସହାୟତା ଯୋଗାଣର ଯେଉଁ ପ୍ରତିଶ୍ରୁତି ଦେଇଛନ୍ତି, ସେଥିରୁ ସ୍ପଷ୍ଟ ହୋଇଯାଇଛି ଯେ ଏହି ଯୁଦ୍ଧ ଏବେ ସରିବାର ନାହିଁ। ଏମିତି ତ ଏହି ଯୁଦ୍ଧ ଏବେ ବର୍ଷେ ପୂରିବାକୁ ଯାଉଛି। ୟୁକ୍ରେନ୍‌‌କୁ ନେଇ ରୁଷିଆ […]

About The Author: The Sakala