ଖାଇବା ପରେ ପୂଜାପାଠ, ଠିକ୍ ନା ଭୁଲ୍‌…..

ସାଧାରଣତଃ ସକାଳେ ଲୋକେ ଭୋଜନ ନ କରି ଠାକୁର ପୂଜା କରନ୍ତି। ଧାର୍ମିକ ମାନ୍ୟତାନୁସାରେ, ଠାକୁରଙ୍କୁ ଭୋଗ ଲଗାଇବା ପରେ ହିଁ ଭୋଜନ କରିବା ଉଚିତ। ଏହାକୁ ଅମାନ୍ୟ କଲେ ଶୁଭଫଳ ମିଳେ ନାହିଁ ବୋଲି ବିଶ୍ବାସ ରହିଛି। ଭୋଜନ ପରେ ପୂଜା କରିବା ଦ୍ବାରା ପୂଜା ଫଳ ପ୍ରାପ୍ତି ହୁଏ ନାହିଁ। ଜୀବନରେ ଅନେକ ବାଧାବିଘ୍ନର ସମ୍ମୁଖୀନ ହେବାକୁ ପଡ଼ିଥାଏ।   ଖାଇବା ପରେ ପୂଜା କଲେ ଭଗବାନଙ୍କ କୃପା ମିଳେ ନାହିଁ।   ତେବେ […]

ସାଧାରଣତଃ ସକାଳେ ଲୋକେ ଭୋଜନ ନ କରି ଠାକୁର ପୂଜା କରନ୍ତି। ଧାର୍ମିକ ମାନ୍ୟତାନୁସାରେ, ଠାକୁରଙ୍କୁ ଭୋଗ ଲଗାଇବା ପରେ ହିଁ ଭୋଜନ କରିବା ଉଚିତ। ଏହାକୁ ଅମାନ୍ୟ କଲେ ଶୁଭଫଳ ମିଳେ ନାହିଁ ବୋଲି ବିଶ୍ବାସ ରହିଛି।

  • ଭୋଜନ ପରେ ପୂଜା କରିବା ଦ୍ବାରା ପୂଜା ଫଳ ପ୍ରାପ୍ତି ହୁଏ ନାହିଁ। ଜୀବନରେ ଅନେକ ବାଧାବିଘ୍ନର ସମ୍ମୁଖୀନ ହେବାକୁ ପଡ଼ିଥାଏ।
  •   ଖାଇବା ପରେ ପୂଜା କଲେ ଭଗବାନଙ୍କ କୃପା ମିଳେ ନାହିଁ।
  •   ତେବେ ସ୍ବାସ୍ଥ୍ୟ ସମସ୍ୟା ଥିଲେ ପୂଜା ପୂର୍ବରୁ କ୍ଷୀର ଓ ଫଳ ଖାଇପାରିବେ।
  •    ପୂଜା ପୂର୍ବରୁ ଅନ୍ନ କିମ୍ବା ତାମସିକ ଭୋଜନ ଗ୍ରହଣ ସର୍ବାଦୌ ବର୍ଜିତ।
  •   ପୂଜା ପୂର୍ବରୁ ଭୋଜନ କରିଥିଲେ, ଠାକୁରଙ୍କ ପାଖରେ କ୍ଷମା ପ୍ରାର୍ଥନା କରି ପୂଜା କଲେ ଦୋଷ ଖଣ୍ଡନ ହୁଏ।

About The Author: The Sakala