ନୂଆଦିଲ୍ଲୀ: ନିର୍ବାଚନ ପ୍ରକ୍ରିୟା ପାଇଁ ଜରୁରୀ ସୁଧାରକୁ ବୁଧବାର କେନ୍ଦ୍ର ସରକାର ମଞ୍ଜୁରି ଦେଇଛନ୍ତି । ରିପୋର୍ଟ ଅନୁଯାୟୀ ନିର୍ବାଚନ ଆୟୋଗ(ଇସି) ସରକାରଙ୍କୁ କିଛି ସୁପାରିସ କରିଥିଲେ। ଏବେ ସାବାଳକଙ୍କୁ ଭୋଟର ପଞ୍ଜିକରଣ କରିବା ପାଇଁ ବର୍ଷକୁ ଚାରି ଥର ସୁଯୋଗ ମିଳିବ । ପୂର୍ବରୁ ଏଥିପାଇଁ କେବଳ ବର୍ଷକୁ ଥରେ ସୁଯୋଗ ମିଳୁଥିଲା। ଏହା ବ୍ୟତୀତ ଭୋଟର ଆଇଡିକୁ ଅଧାର କାର୍ଡ ସହ ମଧ୍ୟ ଲିଙ୍କ କରିହେବ । ତେବେ ଏହା ଭୋଟରଙ୍କ ଉଚ୍ଛା ଉପରେ ନିର୍ଭର କରୁଛି । ଏ ସମ୍ବନ୍ଧରେ ଆରମ୍ଭ କରାଯାଇଥିବା ପାଇଲଟ ପ୍ରକଳ୍ପ ସକରାତ୍ମକ ରହିଥିଲି ବୋଲି ଇସି କହିଥିଲେ। କେନ୍ଦ୍ର ସରକାର ଖୁବଶୀଘ୍ର ମଧ୍ୟ ନିର୍ବାଚନୀ ସୁଧାର କରିବାକୁ ଯାଉଛନ୍ତି।
ଏଣିକି ଭୋଟର ପଞ୍ଜିକରଣ ପାଇଁ ବର୍ଷକୁ ମିଳିବ ୪ ଥର ସୁଯୋଗ, ଭୋଟର ଆଇଡିକୁ ଅଧାର କାର୍ଡ ସହ ମଧ୍ୟ କରିହେବ ଲିଙ୍କ
ନୂଆଦିଲ୍ଲୀ: ନିର୍ବାଚନ ପ୍ରକ୍ରିୟା ପାଇଁ ଜରୁରୀ ସୁଧାରକୁ ବୁଧବାର କେନ୍ଦ୍ର ସରକାର ମଞ୍ଜୁରି ଦେଇଛନ୍ତି । ରିପୋର୍ଟ ଅନୁଯାୟୀ ନିର୍ବାଚନ ଆୟୋଗ(ଇସି) ସରକାରଙ୍କୁ କିଛି ସୁପାରିସ କରିଥିଲେ। ଏବେ ସାବାଳକଙ୍କୁ ଭୋଟର ପଞ୍ଜିକରଣ କରିବା ପାଇଁ ବର୍ଷକୁ ଚାରି ଥର ସୁଯୋଗ ମିଳିବ । ପୂର୍ବରୁ ଏଥିପାଇଁ କେବଳ ବର୍ଷକୁ ଥରେ ସୁଯୋଗ ମିଳୁଥିଲା। ଏହା ବ୍ୟତୀତ ଭୋଟର ଆଇଡିକୁ ଅଧାର କାର୍ଡ ସହ ମଧ୍ୟ ଲିଙ୍କ କରିହେବ । ତେବେ ଏହା ଭୋଟରଙ୍କ ଉଚ୍ଛା ଉପରେ […]