ଆମେରିକାର ଏୟାରଷ୍ଟ୍ରାଇକ୍‌

ୱାଶିଂଟନ : ଆଫଗାନିସ୍ତାନରେ ତାଲିବାନ ଉପରେ ଆମେରିକା ଏୟାର ଷ୍ଟ୍ରାଇକ କରିଛି। ଏହି ଆତଙ୍କବାଦୀ ସଂଗଠନ ବିରୋଧରେ ଆଫଗାନିସ୍ତାନ ସେନା (ଏଏନଡିଏସଏଫ)କୁ ସହଯୋଗ ନିମନ୍ତେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ବୋଲି ପେଣ୍ଟାଗନର ପ୍ରେସ ସଚିବ ଜନ କିରବି ଗୁରୁବାର କହିଛନ୍ତି। ତେବେ କେଉଁ ସ୍ଥାନରେ ଏୟାର ଷ୍ଟ୍ରାଇକ କରାଯାଇଛି ତାହାର ବିସ୍ତୃତ ବିବରଣୀ ସେ ଦେଇନାହାନ୍ତି। ଗତ ୩୦ ଦିନ ମଧ୍ୟରେ ୬ରୁ ୭ଟି ଏୟାରଷ୍ଟ୍ରାଇକ ହୋଇଛି। ଏଥିପାଇଁ ଡ୍ରୋନ ବ୍ୟବହାର କରାଯାଉଛି। ଆଗକୁ ଏହା […]

ୱାଶିଂଟନ : ଆଫଗାନିସ୍ତାନରେ ତାଲିବାନ ଉପରେ ଆମେରିକା ଏୟାର ଷ୍ଟ୍ରାଇକ କରିଛି। ଏହି ଆତଙ୍କବାଦୀ ସଂଗଠନ ବିରୋଧରେ ଆଫଗାନିସ୍ତାନ ସେନା (ଏଏନଡିଏସଏଫ)କୁ ସହଯୋଗ ନିମନ୍ତେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ବୋଲି ପେଣ୍ଟାଗନର ପ୍ରେସ ସଚିବ ଜନ କିରବି ଗୁରୁବାର କହିଛନ୍ତି। ତେବେ କେଉଁ ସ୍ଥାନରେ ଏୟାର ଷ୍ଟ୍ରାଇକ କରାଯାଇଛି ତାହାର ବିସ୍ତୃତ ବିବରଣୀ ସେ ଦେଇନାହାନ୍ତି। ଗତ ୩୦ ଦିନ ମଧ୍ୟରେ ୬ରୁ ୭ଟି ଏୟାରଷ୍ଟ୍ରାଇକ ହୋଇଛି। ଏଥିପାଇଁ ଡ୍ରୋନ ବ୍ୟବହାର କରାଯାଉଛି। ଆଗକୁ ଏହା ମଧ୍ୟ ଜାରି ରହିବ ବୋଲି କେରବି କହିଛନ୍ତି।

About The Author: The Sakala