ନୂଆଦିଲ୍ଲୀ: ଦୁବାଇରେ କ୍ରାସ୍ ହେଲା ବାୟୁସେନାର ଯୁଦ୍ଧ ବିମାନ 'ତେଜସ୍'। ଦୁବାଇ ଏୟାର୍ ସୋ'ରେ କ୍ରାସ୍ ହେଲା ତେଜସ୍।ଆକାଶରେ ରଣକୌଶଳ ଦେଖାଇବା ବେଳେ ଦୁର୍ଘଟଣାଗ୍ରସ୍ତ। ହଠାତ୍ ନିୟନ୍ତ୍ରଣ ହରାଇ ତଳେ ପଡ଼ିଗଲା ତେଜସ୍।ପାଇଲଟ୍ଙ୍କ ସ୍ଥିତି ନେଇ କୌଣସି ସୂଚନା ମିଳିନାହିଁ।