ମହାରାଷ୍ଟ୍ର: ଛାତରୁ ସ୍ଲାବ ଖସି ୭ ଜଣଙ୍କର ମୃତ୍ୟୁ

ମହାରାଷ୍ଟ୍ର: ମହାରାଷ୍ଟ୍ର ଥାନେ ଅନ୍ତର୍ଗତ ଉଲ୍ଲାସନଗର ଅଞ୍ଚଳରେ ଘଟିଛି ଅଭାବନୀୟ ଘଟଣା।  ପାଞ୍ଚ ମହଲା ବିଲଡିଂରୁ ସ୍ଲାବ୍ ଖସିବା ଫଳରେ ଚାପି ହୋଇ ୭ ଜଣଙ୍କର ମୃତ୍ୟୁ ଘଟିଛଇ।  ଆଉ ୪ରୁ ୫ଜଣ ଚାପି ହୋଇ ଆହତ ହୋଇଛନ୍ତି । ସେମାନଙ୍କୁ ଉଦ୍ଧାର କରାଯାଇଛି । ସୂଚନା ଅନୁଯାୟୀ,  ଏକ କୋଠାର ପଞ୍ଚମ ମହଲାର ସ୍ଲାବ୍ ହଠାତ୍ ଖସି ପଡ଼ିଥିଲା। ଫଳରେ ୭ ଜଣଙ୍କ ମୃତ୍ୟୁ ହୋଇଛି । ଖବର ପାଇଁ ଘଟଣାସ୍ଥଳରେ ପୁଲିସ ଓ ଏନଡିଆରଏଫ୍ […]

ମହାରାଷ୍ଟ୍ର: ମହାରାଷ୍ଟ୍ର ଥାନେ ଅନ୍ତର୍ଗତ ଉଲ୍ଲାସନଗର ଅଞ୍ଚଳରେ ଘଟିଛି ଅଭାବନୀୟ ଘଟଣା।  ପାଞ୍ଚ ମହଲା ବିଲଡିଂରୁ ସ୍ଲାବ୍ ଖସିବା ଫଳରେ ଚାପି ହୋଇ ୭ ଜଣଙ୍କର ମୃତ୍ୟୁ ଘଟିଛଇ।  ଆଉ ୪ରୁ ୫ଜଣ ଚାପି ହୋଇ ଆହତ ହୋଇଛନ୍ତି । ସେମାନଙ୍କୁ ଉଦ୍ଧାର କରାଯାଇଛି ।

ସୂଚନା ଅନୁଯାୟୀ,  ଏକ କୋଠାର ପଞ୍ଚମ ମହଲାର ସ୍ଲାବ୍ ହଠାତ୍ ଖସି ପଡ଼ିଥିଲା। ଫଳରେ ୭ ଜଣଙ୍କ ମୃତ୍ୟୁ ହୋଇଛି । ଖବର ପାଇଁ ଘଟଣାସ୍ଥଳରେ ପୁଲିସ ଓ ଏନଡିଆରଏଫ୍ ଟିମ୍ ପହଞ୍ଚି ଉଦ୍ଧାର କରିଥିଲେ । ୭ ଜଣଙ୍କୁ ଉଦ୍ଧାର କରି ହସ୍ପିଟାଲ ନିଆଯାଇଥିବା ବେଳେ ଡାକ୍ତର ସେମାନଙ୍କୁ ମୃତ ଘୋଷଣା କରିଥିଲେ।

About The Author: The Sakala