By
The Sakala
ନ୍ୟୁଜିଲ୍ୟାଣ୍ଡ: ନ୍ୟୁଜିଲ୍ୟାଣ୍ଡର ଅକଲ୍ୟାଣ୍ଡ ସହରରେ ନବବର୍ଷ ୨୦୨୩କୁ ସର୍ବ ପ୍ରଥମେ ସ୍ବାଗତ କରାଯାଇଛି। ଅକଲ୍ୟାଣ୍ଡର ପ୍ରସିଦ୍ଧ ସ୍କାଏ ଟାୱାରକୁ ରଙ୍ଗବେରଙ୍ଗ ଆଲୋକମାଳାରେ ସୁସଜ୍ଜିତ କରାଯାଇଥିଲା। ଅକଲ୍ୟାଣ୍ଡ ନୂତନ ବର୍ଷର ଉତ୍ସବ ସମୟରେ ସ୍କାଏ ଟାୱାରରୁ ଆତସବାଜି ଏକ ମନୋରମ ଦୃଶ୍ୟ ସୃଷ୍ଟି କରିଥିଲା। ନ୍ୟୁଜିଲ୍ୟାଣ୍ଡର ଅକଲ୍ୟାଣ୍ଡ ହେଉଛି ଏକ ପ୍ରମୁଖ ସହର ଯାହାକି ବିଶ୍ୱର ପୂର୍ବ ଭାଗରେ ଅବସ୍ଥିତ। ବାସ୍ତବରେ, ନୂଆ ବର୍ଷର ନୂଆ ଦିନ ବିଶ୍ବର ପୂର୍ବ ଭାଗରୁ ଆରମ୍ଭ ହୁଏ। ସେଥିପାଇଁ ଏଠାରେ ପ୍ରଥମେ […]
ନ୍ୟୁଜିଲ୍ୟାଣ୍ଡ: ନ୍ୟୁଜିଲ୍ୟାଣ୍ଡର ଅକଲ୍ୟାଣ୍ଡ ସହରରେ ନବବର୍ଷ ୨୦୨୩କୁ ସର୍ବ ପ୍ରଥମେ ସ୍ବାଗତ କରାଯାଇଛି। ଅକଲ୍ୟାଣ୍ଡର ପ୍ରସିଦ୍ଧ ସ୍କାଏ ଟାୱାରକୁ ରଙ୍ଗବେରଙ୍ଗ ଆଲୋକମାଳାରେ ସୁସଜ୍ଜିତ କରାଯାଇଥିଲା। ଅକଲ୍ୟାଣ୍ଡ ନୂତନ ବର୍ଷର ଉତ୍ସବ ସମୟରେ ସ୍କାଏ ଟାୱାରରୁ ଆତସବାଜି ଏକ ମନୋରମ ଦୃଶ୍ୟ ସୃଷ୍ଟି କରିଥିଲା।
ନ୍ୟୁଜିଲ୍ୟାଣ୍ଡର ଅକଲ୍ୟାଣ୍ଡ ହେଉଛି ଏକ ପ୍ରମୁଖ ସହର ଯାହାକି ବିଶ୍ୱର ପୂର୍ବ ଭାଗରେ ଅବସ୍ଥିତ। ବାସ୍ତବରେ, ନୂଆ ବର୍ଷର ନୂଆ ଦିନ ବିଶ୍ବର ପୂର୍ବ ଭାଗରୁ ଆରମ୍ଭ ହୁଏ। ସେଥିପାଇଁ ଏଠାରେ ପ୍ରଥମେ ସୂର୍ୟ୍ୟ ଉଦୟ ସହ ଦିନ ଆରମ୍ଭ ହୁଏ।
About The Author: The Sakala