ଭୁବନେଶ୍ବର: ପ୍ରଧାନମନ୍ତ୍ରୀ ଭାବେ ୩ୟ ଥର ପାଇଁ ଶପଥ ନେଇଛନ୍ତି ନରେନ୍ଦ୍ର ମୋଦୀ । ପ୍ରଧାନମନ୍ତ୍ରୀ ଭାବେ କାର୍ଯ୍ୟକାଳ ଆରମ୍ଭ କରିବାର ପ୍ରଥମ ଦିନ ଦେଶର ଚାଷୀଙ୍କୁ ବଡ ଭେଟି ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଶପଥ ନେବା ପରେ ପ୍ରଥମ ଦସ୍ତଖତ ଚାଷୀଙ୍କ ପାଇଁ କରିଛନ୍ତି । ଆଉ ସେ ଦସ୍ତଖତ ହେଉଛି ପ୍ରଧାନମନ୍ତ୍ରୀ କିସାନ ନିଧି ଯୋଜନା। କାର୍ଯ୍ୟଭାର ଆରମ୍ଭ କରିବାର ପ୍ରଥମ ଦିନରେ ମୋଦୀ ଚାଷୀଙ୍କ ପାଇଁ ଉର୍ଦ୍ଦିଷ୍ଟ ପିଏମ୍ କିସାନ ଯୋଜନା ଫାଇଲରେ ଦସ୍ତଖତ କରିଛନ୍ତି । ପିଏମ୍ କିସାନ ଯୋଜନାର ୧୭ତମ କିସ୍ତି ରିଲିଜ୍ କରାଯାଇଛି । ଦେଶର ପ୍ରାୟ ୯ କୋଟି ୩୦ ଲକ୍ଷ ଚାଷୀଙ୍କ ଆକାଉଣ୍ଟକୁ ୨ ହଜାର ଟଙ୍କା ଲେଖାଏଁ ଖୁବଶୀଘ୍ର ଆସିଯିବ।
ତୃତୀୟ ପାଳିରେ ଚାଷୀଙ୍କୁ ମୋଦୀଙ୍କ ପ୍ରଥମ ଭେଟି: ପିଏମ୍ କିଷାନ ନିଧିର ୧୭ତମ କିସ୍ତି ପ୍ରଦାନ ପାଇଁ ନିର୍ଦ୍ଦେଶନାମା
ଭୁବନେଶ୍ବର: ପ୍ରଧାନମନ୍ତ୍ରୀ ଭାବେ ୩ୟ ଥର ପାଇଁ ଶପଥ ନେଇଛନ୍ତି ନରେନ୍ଦ୍ର ମୋଦୀ । ପ୍ରଧାନମନ୍ତ୍ରୀ ଭାବେ କାର୍ଯ୍ୟକାଳ ଆରମ୍ଭ କରିବାର ପ୍ରଥମ ଦିନ ଦେଶର ଚାଷୀଙ୍କୁ ବଡ ଭେଟି ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଶପଥ ନେବା ପରେ ପ୍ରଥମ ଦସ୍ତଖତ ଚାଷୀଙ୍କ ପାଇଁ କରିଛନ୍ତି । ଆଉ ସେ ଦସ୍ତଖତ ହେଉଛି ପ୍ରଧାନମନ୍ତ୍ରୀ କିସାନ ନିଧି ଯୋଜନା। କାର୍ଯ୍ୟଭାର ଆରମ୍ଭ କରିବାର ପ୍ରଥମ ଦିନରେ ମୋଦୀ ଚାଷୀଙ୍କ ପାଇଁ ଉର୍ଦ୍ଦିଷ୍ଟ ପିଏମ୍ କିସାନ ଯୋଜନା […]