ଛତିଶଗଡ଼: ଛତିଶଗଡ଼ ଦାନ୍ତେୱାଡାରେ ମାଓବାଦୀଙ୍କ ଲ୍ୟାଣ୍ଡମାଇନ ବିସ୍ଫୋରଣ ଘଟଣା। ୩ ଜିଲ୍ଲାରେ ହାଇ ଆଲର୍ଟ ବଳବତ୍ତର ରହିଥିବା ପୋଲିସ ଡିଜିଙ୍କ ସୂଚନା। କୋରାପୁଟ, ନବରଙ୍ଗପୁର, ମାଲକାନଗିରିରେ ହାଇ ଆଲର୍ଟ। ପଡୋଶୀ ଜିଲ୍ଲାକୁ ମଧ୍ୟ ସତର୍କ ରହିବାକୁ କୁହାଯାଇଛି। ସର୍ଚ୍ଚ ଓ କମ୍ବିଂ ଅପରେସନକୁ ଜୋରଦାର କରାଯାଇଛି। ସମସ୍ତ ଅଘଟଣଙ୍କୁ ପ୍ରତିହତ କରିବା ପାଇଁ ଓଡିଶା ପୋଲିସ ପ୍ରସ୍ତୁତ। ଜିଲ୍ଲା ପୋଲିସ, ଏସଓଜି, ସଶସ୍ତ୍ର ଯବାନ ସୀମାନ୍ତବର୍ତ୍ତି ଜିଲ୍ଲାରେ ନିୟୋଜିତ ଅଛନ୍ତି। ଆନ୍ଧ୍ର, ଓଡିଶା, ଛତିଶଗଡ଼ ସୀମାକୁ ସିଲ କରିଛି ଓଡିଶା ପୋଲିସ। ପୋଲିସ ଡିଜି ସୁନୀଲ ବଂଶଲଙ୍କ ସୂଚନା।
ଛତିଶଗଡ଼ ଦାନ୍ତେୱାଡାରେ ମାଓବାଦୀଙ୍କ ଲ୍ୟାଣ୍ଡମାଇନ ବିସ୍ଫୋରଣ ଘଟଣା, ୩ ଜିଲ୍ଲାରେ ହାଇ ଆଲର୍ଟ
ଛତିଶଗଡ଼: ଛତିଶଗଡ଼ ଦାନ୍ତେୱାଡାରେ ମାଓବାଦୀଙ୍କ ଲ୍ୟାଣ୍ଡମାଇନ ବିସ୍ଫୋରଣ ଘଟଣା। ୩ ଜିଲ୍ଲାରେ ହାଇ ଆଲର୍ଟ ବଳବତ୍ତର ରହିଥିବା ପୋଲିସ ଡିଜିଙ୍କ ସୂଚନା। କୋରାପୁଟ, ନବରଙ୍ଗପୁର, ମାଲକାନଗିରିରେ ହାଇ ଆଲର୍ଟ। ପଡୋଶୀ ଜିଲ୍ଲାକୁ ମଧ୍ୟ ସତର୍କ ରହିବାକୁ କୁହାଯାଇଛି। ସର୍ଚ୍ଚ ଓ କମ୍ବିଂ ଅପରେସନକୁ ଜୋରଦାର କରାଯାଇଛି। ସମସ୍ତ ଅଘଟଣଙ୍କୁ ପ୍ରତିହତ କରିବା ପାଇଁ ଓଡିଶା ପୋଲିସ ପ୍ରସ୍ତୁତ। ଜିଲ୍ଲା ପୋଲିସ, ଏସଓଜି, ସଶସ୍ତ୍ର ଯବାନ ସୀମାନ୍ତବର୍ତ୍ତି ଜିଲ୍ଲାରେ ନିୟୋଜିତ ଅଛନ୍ତି। ଆନ୍ଧ୍ର, ଓଡିଶା, ଛତିଶଗଡ଼ ସୀମାକୁ ସିଲ […]