ବଢିଲା କମର୍ସିଆଲ ଏଲପିଜି ସିଲିଣ୍ଡର ମୂଲ୍ଯ

ନୂଆଦିଲ୍ଲୀ: ଦେଶରେ କମର୍ସିଆଲ ଏଲପିଜି ସିଲିଣ୍ଡର ପିଛା ମୂଲ୍ୟ ସୋମବାର ଠାରୁ ୨୬୬ ଟଙ୍କା ବୃଦ୍ଧିପାଇଛି । ଫଳରେ ଦିଲ୍ଲୀରେ ୧୯ କିଲୋଗ୍ରାମ ବାଣିଜ୍ୟିକ ଏଲପିଜି ସିଲିଣ୍ଡର ମୂଲ୍ୟ ୨୦୦୦ ଟଙ୍କା ୫୦ ପଇସାକୁ ବୃଦ୍ଧିପାଇଛି । ପୂର୍ବରୁ ଏହା ୧୭୩୪ ଟଙ୍କା ପଡୁଥିଲା । ସେହିଭଳି ମୁମ୍ବଇରେ ସଂପ୍ରତି କମର୍ସିଆଲ ଏଲପିଜି ସିଲିଣ୍ଡର ମୂଲ୍ୟ ୧୯୫୦ ଟଙ୍କା ଏବଂ କୋଲକାତାରେ ଏହା ୨୦୭୩ ଟଙ୍କା ୫୦ ପଇସାରେ ପହଞ୍ଚିଛି । ତେବେ ସୋମବାର ଦିନ ଘରୋଇ […]

ନୂଆଦିଲ୍ଲୀ: ଦେଶରେ କମର୍ସିଆଲ ଏଲପିଜି ସିଲିଣ୍ଡର ପିଛା ମୂଲ୍ୟ ସୋମବାର ଠାରୁ ୨୬୬ ଟଙ୍କା ବୃଦ୍ଧିପାଇଛି । ଫଳରେ ଦିଲ୍ଲୀରେ ୧୯ କିଲୋଗ୍ରାମ ବାଣିଜ୍ୟିକ ଏଲପିଜି ସିଲିଣ୍ଡର ମୂଲ୍ୟ ୨୦୦୦ ଟଙ୍କା ୫୦ ପଇସାକୁ ବୃଦ୍ଧିପାଇଛି । ପୂର୍ବରୁ ଏହା ୧୭୩୪ ଟଙ୍କା ପଡୁଥିଲା ।

ସେହିଭଳି ମୁମ୍ବଇରେ ସଂପ୍ରତି କମର୍ସିଆଲ ଏଲପିଜି ସିଲିଣ୍ଡର ମୂଲ୍ୟ ୧୯୫୦ ଟଙ୍କା ଏବଂ କୋଲକାତାରେ ଏହା ୨୦୭୩ ଟଙ୍କା ୫୦ ପଇସାରେ ପହଞ୍ଚିଛି । ତେବେ ସୋମବାର ଦିନ ଘରୋଇ ଏଲପିଜି ସିଲିଣ୍ଡର ମୂଲ୍ୟରେ କୌଣସି ବୃଦ୍ଧି କରାଯାଇନାହିଁ ।

About The Author: The Sakala