ରୋଷେଇ ଘରେ ମହଙ୍ଗା ମାଡ଼: ପୁଣି ୫୦ ଟଙ୍କା ବଢ଼ିଲା ଘରୋଇ ଗ୍ୟାସ ସିଲିଣ୍ଡର

ଭୁବନେଶ୍ବର: ମହଙ୍ଗାକୁ ନେଇ ପୂର୍ବରୁ ସଙ୍କଟରେ ପଡିଥିବା ସାଧାରଣ ଲୋକ ଆଉ ଏକ ଅସୁବିଧାର ସମ୍ମୁଖୀନ ହୋଇଛନ୍ତି। ପୁଣି ଥରେ ରୋଷେଇ ଘରେ ମହଙ୍ଗା ମାଡ ହୋଇଛି। ବୁଧବାର ଘରୋଇ ଏଲପିଜି ସିଲିଣ୍ଡରର ମୂଲ୍ୟ ୫୦ ଟଙ୍କା ବୃଦ୍ଧି ପାଇଛି।  ଫଳରେ ୧୪.୨ କେଜି ଏଲ୍‌ପିଜି ସିଲିଣ୍ଡର ଦର ୫୦ ଟଙ୍କା ବଢ଼ିଛି। ଦିଲ୍ଲୀରେ ଆଜିଠୁ ଏଲ୍‌ପିଜି ସିଲିଣ୍ଡର ଦର ୧୦୫୩ ଟଙ୍କାରେ ଉପଲବ୍ଧ ହେବ। ସେହିପରି ୫ କେଜି ଏଲ୍‌ପିଜି ସିଲିଣ୍ଡର ଦର ୧୮ ଟଙ୍କା […]

ଭୁବନେଶ୍ବର: ମହଙ୍ଗାକୁ ନେଇ ପୂର୍ବରୁ ସଙ୍କଟରେ ପଡିଥିବା ସାଧାରଣ ଲୋକ ଆଉ ଏକ ଅସୁବିଧାର ସମ୍ମୁଖୀନ ହୋଇଛନ୍ତି। ପୁଣି ଥରେ ରୋଷେଇ ଘରେ ମହଙ୍ଗା ମାଡ ହୋଇଛି। ବୁଧବାର ଘରୋଇ ଏଲପିଜି ସିଲିଣ୍ଡରର ମୂଲ୍ୟ ୫୦ ଟଙ୍କା ବୃଦ୍ଧି ପାଇଛି।  ଫଳରେ ୧୪.୨ କେଜି ଏଲ୍‌ପିଜି ସିଲିଣ୍ଡର ଦର ୫୦ ଟଙ୍କା ବଢ଼ିଛି। ଦିଲ୍ଲୀରେ ଆଜିଠୁ ଏଲ୍‌ପିଜି ସିଲିଣ୍ଡର ଦର ୧୦୫୩ ଟଙ୍କାରେ ଉପଲବ୍ଧ ହେବ। ସେହିପରି ୫ କେଜି ଏଲ୍‌ପିଜି ସିଲିଣ୍ଡର ଦର ୧୮ ଟଙ୍କା ବଢ଼ିଛି। ୧୯ କେଜି କମର୍ସିଆଲ୍ ଗ୍ୟାସ୍ ସିଲିଣ୍ଡର ଦର ୮.୫୦ ପଇସା କମିଛି।

About The Author: The Sakala