ପ୍ରକାଶ ପାଇଲା JEE (ମେନ୍)-୨୦୨୩ ସେସନ୍-୧ ରେଜଲ୍ଟ

ନୂଆଦିଲ୍ଲୀ: ପ୍ରକାଶ ପାଇଲା JEE (ମେନ୍)-୨୦୨୩ ସେସନ୍-୧ ରେଜଲ୍ଟ । ରେଜଲ୍ଟ ପ୍ରକାଶ ନେଇ ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି ପକ୍ଷରୁ ସୂଚନା ଦିଆଯାଇଛି। ଯେଉଁମାନେ ଜାନୁଆରୀରେ ପରୀକ୍ଷା ଦେଇଥିଲେ ରେଜଲ୍ଟ ଦେଖିପାରିବେ। ଅଫିସିଆଲ ୱେବସାଇଟ୍ – http://jeemain.nta.nic.inରେ ରେଜଲ୍ଟ ପ୍ରକାଶ ପାଇଛି।  ପ୍ରାର୍ଥୀମାନେ ସେମାନଙ୍କର ଆପ୍ଲିକେସନ୍‌ ନମ୍ବର ଓ ଜନ୍ମ ତାରିଖ ଦେଇ ରେଜଲ୍ଟ ଚେକ୍‌ କରିପାରିବେ। ସୂଚନା ଅନୁଯାୟୀ, ଚଳିତ ଥର ୮.୬ ଲକ୍ଷ ପ୍ରାର୍ଥୀ ପେପର୍‌ ୧ ପରୀକ୍ଷା ଦେଇଥିବା ବେଳେ ୦.୪୬ ଲକ୍ଷ […]

ନୂଆଦିଲ୍ଲୀ: ପ୍ରକାଶ ପାଇଲା JEE (ମେନ୍)-୨୦୨୩ ସେସନ୍-୧ ରେଜଲ୍ଟ । ରେଜଲ୍ଟ ପ୍ରକାଶ ନେଇ ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି ପକ୍ଷରୁ ସୂଚନା ଦିଆଯାଇଛି। ଯେଉଁମାନେ ଜାନୁଆରୀରେ ପରୀକ୍ଷା ଦେଇଥିଲେ ରେଜଲ୍ଟ ଦେଖିପାରିବେ। ଅଫିସିଆଲ ୱେବସାଇଟ୍ – jeemain.nta.nic.inରେ ରେଜଲ୍ଟ ପ୍ରକାଶ ପାଇଛି।  ପ୍ରାର୍ଥୀମାନେ ସେମାନଙ୍କର ଆପ୍ଲିକେସନ୍‌ ନମ୍ବର ଓ ଜନ୍ମ ତାରିଖ ଦେଇ ରେଜଲ୍ଟ ଚେକ୍‌ କରିପାରିବେ।

ସୂଚନା ଅନୁଯାୟୀ, ଚଳିତ ଥର ୮.୬ ଲକ୍ଷ ପ୍ରାର୍ଥୀ ପେପର୍‌ ୧ ପରୀକ୍ଷା ଦେଇଥିବା ବେଳେ ୦.୪୬ ଲକ୍ଷ ପ୍ରାର୍ଥୀ ପେପର୍‌ ୨ ପରୀକ୍ଷା ଦେଇଥିଲେ।

About The Author: The Sakala