ନୂଆଦିଲ୍ଲୀ: ଭାରତୀୟ ରେଳ କ୍ୟାଟରିଂ ଆଣ୍ଡ ଟୁରିଜିମ୍ କର୍ପୋରେସନ୍ (ଆଇଆରସିଟିସି) ରେ ଆଜି ସକାଳୁ ଟିକେଟ ବୁକିଂ ବାଧାପ୍ରାପ୍ତ ହୋଇଛି। IRCTC ୱେବସାଇଟ୍ରେ ସାମୟିକ ବୈଷୟିକ ତ୍ରୁଟି ଘଟିଛି। ଏହି ତ୍ରୁଟି ଯୋଗୁଁ ଇ-ଟିକେଟ ବୁକିଂ ବାଧାପ୍ରାପ୍ତ ହୋଇଛି। ଫଳରେ ଯାତ୍ରୀ ହନ୍ତସନ୍ତ ହୋଇଛନ୍ତି। ବୈଷୟିକ ଟିମ୍ ସଜାଡୁଛନ୍ତି । ଶୀଘ୍ର ବୁକିଂ ଉପଲବ୍ଧ ହେବ ହୋଲି ଆଇଆର୍ସିଟିସି କର୍ତ୍ତୃପକ୍ଷ ସୂଚନା ଦେିଛନ୍ତି।
ବୈଷୟିକ ତ୍ରୁଟି ଯୋଗୁଁ ଇ- ରେଳ ଟିକେଟ ବୁକିଂ ବାଧାପ୍ରାପ୍ତ