ଫାରୁକ୍ ଅବଦୁଲ୍ଲା କରୋନା ଆକ୍ରାନ୍ତ

ନୂଆଦିଲ୍ଲୀ: ନ୍ୟାସନାଲ୍‌ କନ୍‌ଫରେନ୍ସ  ରାଷ୍ଟ୍ରୀୟ ଅଧ୍ୟକ୍ଷ‌ ଫାରୁକ୍ ଅବଦୁଲ୍ଲା କୋଭିଡ-୧୯ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏ ନେଇ ତାଙ୍କ ପୁଅ ଓମାର ଅବଦୁଲ୍ଲା ମଙ୍ଗଳବାର ଟ୍ବିଟ୍‌ କରି ସୂଚନା ଦେଇଛନ୍ତି। My father has tested positive for COVID-19 & is showing some symptoms. I will be self-isolating along with other family members until we get ourselves tested. I request anyone who has come in […]

ନୂଆଦିଲ୍ଲୀ: ନ୍ୟାସନାଲ୍‌ କନ୍‌ଫରେନ୍ସ  ରାଷ୍ଟ୍ରୀୟ ଅଧ୍ୟକ୍ଷ‌ ଫାରୁକ୍ ଅବଦୁଲ୍ଲା କୋଭିଡ-୧୯ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏ ନେଇ ତାଙ୍କ ପୁଅ ଓମାର ଅବଦୁଲ୍ଲା ମଙ୍ଗଳବାର ଟ୍ବିଟ୍‌ କରି ସୂଚନା ଦେଇଛନ୍ତି।

ଏନସି ନେତା ଓମାର ଅବଦୁଲ୍ଲା କହିଛନ୍ତି ଯେ, ତାଙ୍କ ପିତାଙ୍କ କରୋନା ରିପୋର୍ଟ ପଜିଟିଭ୍ ଆସିବା ପରେ ସେ ପରିବାର ସଦସ୍ୟମାନଙ୍କଠାରୁ ନିଜକୁ ପୃଥକ ରଖିଥିଲେ। ଓମାର ଅବଦୁଲ୍ଲା ମଧ୍ୟ ଗତ କିଛି ଦିନ ମଧ୍ୟରେ ପରିବାର ସହ ଯୋଗାଯୋଗ କରୁଥିବା ବ୍ୟକ୍ତିଙ୍କୁ ସତର୍କତା ଅବଲମ୍ବନ କରିବାକୁ ଅନୁରୋଧ କରିଥିଲେ।

About The Author: The Sakala