By
The Sakala
ନୂଆଦିଲ୍ଲୀ: ଇଣ୍ଡୋନେସିଆର ତୋବେଲେରେ ଭୂମିକମ୍ପ ଝଟକା ଅନୁଭୂତ ହୋଇଛି। ଯାହାର ତୀବ୍ରତା ୬.୩ ରହିଛି। ଭୂମିକମ୍ପର କେନ୍ଦ୍ର ଇଣ୍ଡୋନେସିଆରୁ ୧୭୭ କିମି ଉତ୍ତରରେ ଥିଲା। ତେବେ ବର୍ତ୍ତମାନ ସୁଦ୍ଧା ଭୂମିକମ୍ପ ଦ୍ବାରା କ୍ଷୟକ୍ଷତି ନେଇ ସୂଚନା ମିଳିନାହିଁ। ରାଷ୍ଟ୍ରୀୟ ଭୂମିକମ୍ପ ବିଜ୍ଞାନ କେନ୍ଦ୍ର (ଏନସିଏସ) କହିଛି ଯେ, ଇଣ୍ଡୋନେସିଆର ହଲମହେରା ଉତ୍ତରରେ ଶୁକ୍ରବାର ୬.୨ ତୀବ୍ରତାର ଭୂମିକମ୍ପ ଆସିଥିଲା। ଏନଏସସିର ମୁତାବିକ, ଭୂମିକମ୍ପ ଝଟକା ଗତକାଲି ରାତି ୧:୩୨ ମିନିଟ୍ରେ ଅନୁଭୂତ ହୋଇଥିଲା। ଏହାର କେନ୍ଦ୍ର ୯୯ […]
ନୂଆଦିଲ୍ଲୀ: ଇଣ୍ଡୋନେସିଆର ତୋବେଲେରେ ଭୂମିକମ୍ପ ଝଟକା ଅନୁଭୂତ ହୋଇଛି। ଯାହାର ତୀବ୍ରତା ୬.୩ ରହିଛି। ଭୂମିକମ୍ପର କେନ୍ଦ୍ର ଇଣ୍ଡୋନେସିଆରୁ ୧୭୭ କିମି ଉତ୍ତରରେ ଥିଲା। ତେବେ ବର୍ତ୍ତମାନ ସୁଦ୍ଧା ଭୂମିକମ୍ପ ଦ୍ବାରା କ୍ଷୟକ୍ଷତି ନେଇ ସୂଚନା ମିଳିନାହିଁ।
ରାଷ୍ଟ୍ରୀୟ ଭୂମିକମ୍ପ ବିଜ୍ଞାନ କେନ୍ଦ୍ର (ଏନସିଏସ) କହିଛି ଯେ, ଇଣ୍ଡୋନେସିଆର ହଲମହେରା ଉତ୍ତରରେ ଶୁକ୍ରବାର ୬.୨ ତୀବ୍ରତାର ଭୂମିକମ୍ପ ଆସିଥିଲା। ଏନଏସସିର ମୁତାବିକ, ଭୂମିକମ୍ପ ଝଟକା ଗତକାଲି ରାତି ୧:୩୨ ମିନିଟ୍ରେ ଅନୁଭୂତ ହୋଇଥିଲା। ଏହାର କେନ୍ଦ୍ର ୯୯ କିଲୋମିଟରର ଗଭୀରତା ରହିଛି।
About The Author: The Sakala