ୱାଶିଂଟନ: ପଡ଼ୋଶୀ ରାଷ୍ଟ୍ରର ଜମି ଉପରେ ଚୀନ୍ ଲୋଲୁପ ଦୃଷ୍ଟି ପକାଇବା ତ୍ୟାଗ କରୁନାହିଁ। ଏବେ ଏହି ଦେଶ ଭୁଟାନ ଉପରେ ନଜର ପକାଇଛି। ଭୁଟାନର ଉତ୍ତରାଞ୍ଚଳରେ ଦ୍ରୁତଗତିରେ ଭିତ୍ତିଭୂମି ବିକଶିତ କରୁଛି। ଆମେରିକାର ମାକ୍ସାର ଟେକ୍ନୋଲୋଜି ଜାରି କରିଥିବା ଉପଗ୍ରହ ଚିତ୍ରରୁ ଗତ ୨ ବର୍ଷ ହେଲା ଚୀନ୍ ଜାକରଲୁଙ୍ଗ ଘାଟୀରେ ନିର୍ମାଣକାର୍ଯ୍ୟ ଚଲାଇଥିବା ଦେଖିବାକୁ ମିଳୁଛି। ଏଠାରେ ଲୋକ ରହିବା ପାଇଁ ୧୨୯ କୋଠା ବନା ଯାଇଛି। ଆଉ କିଛି ଦୂରରେ ୬୨ଟି କୋଠାର ନିର୍ମାଣକାର୍ଯ୍ୟ ମଧ୍ୟ ଚାଲିଛି। ଚୀନ୍ ଭୁଟାନରେ ୨ଟି ବଡ଼ ଗାଁ ନିର୍ମାଣ କରୁଛି ବୋଲି ଏଥିରୁ ସ୍ପଷ୍ଟ ହେଉଛି।
ପଡ଼ୋଶୀ ରାଷ୍ଟ୍ରର ଜମି ଉପରେ ଚୀନର ଲୋଲୁପ ଦୃଷ୍ଟି
ୱାଶିଂଟନ: ପଡ଼ୋଶୀ ରାଷ୍ଟ୍ରର ଜମି ଉପରେ ଚୀନ୍ ଲୋଲୁପ ଦୃଷ୍ଟି ପକାଇବା ତ୍ୟାଗ କରୁନାହିଁ। ଏବେ ଏହି ଦେଶ ଭୁଟାନ ଉପରେ ନଜର ପକାଇଛି। ଭୁଟାନର ଉତ୍ତରାଞ୍ଚଳରେ ଦ୍ରୁତଗତିରେ ଭିତ୍ତିଭୂମି ବିକଶିତ କରୁଛି। ଆମେରିକାର ମାକ୍ସାର ଟେକ୍ନୋଲୋଜି ଜାରି କରିଥିବା ଉପଗ୍ରହ ଚିତ୍ରରୁ ଗତ ୨ ବର୍ଷ ହେଲା ଚୀନ୍ ଜାକରଲୁଙ୍ଗ ଘାଟୀରେ ନିର୍ମାଣକାର୍ଯ୍ୟ ଚଲାଇଥିବା ଦେଖିବାକୁ ମିଳୁଛି। ଏଠାରେ ଲୋକ ରହିବା ପାଇଁ ୧୨୯ କୋଠା ବନା ଯାଇଛି। ଆଉ କିଛି ଦୂରରେ ୬୨ଟି କୋଠାର […]