ନୂଆଦିଲ୍ଲୀ: ପ୍ରକାଶ ପାଇଲା CBSE ଦଶମ ରେଜଲ୍ଟ। ପାସ୍ ହାର ୯୩.୬୬ ପ୍ରତିଶତ ରହିଛି। CBSE ୱେବସାଇଟ୍ରେ ରେଜଲ୍ଟ ଉପଲବ୍ଧ ରହିଛି। ଛାତ୍ରଙ୍କ ତୁଳନାରେ ଛାତ୍ରୀଙ୍କ ପାସ୍ ହାର ଅଧିକ ରହିଛି। ଭୁବନେଶ୍ବର ଜୋନ୍ରେ ପାସ୍ ହାର ୯୨.୬୪% ରହିଛି। ଚଳିତ ବର୍ଷ ସିବିଏସଇ ଦଶମରେ ୨୩ଲକ୍ଷ ୭୧ହଜାର ୯୩୯ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ ।
ପ୍ରକାଶ ପାଇଲା CBSE ଦଶମ ରେଜଲ୍ଟ, ଚଳିତବର୍ଷ ମୋଟ ପାସ୍ ହାର ୯୩.୬୬ ପ୍ରତିଶତ