୩ କରୋନା ସଂକ୍ରମିତ ଚିହ୍ନଟ ପରେ ୫୦୦ ବିମାନ ରଦ୍ଦ କଲା ବେଜିଂ

ବେଜିଂ: ଚୀନ୍‌ର ଉହାନରୁ ସାରା ବିଶ୍ବକୁ ବ୍ୟାପିଥିବା କରୋନା ଭୂତାଣୁ ଚୀନ୍‌ରେ ପ୍ରଭାବ ବିସ୍ତାର କରିବାରେ ଲାଗିଛି। ତେବେ ବେଜିଂ ଏହାକୁ ରୋକିବା ପାଇଁ କଡ଼ା ଆଭିମୁଖ୍ୟ ଗ୍ରହଣ କରିଛି। ୩ ସଂକ୍ରମିତ ଚିହ୍ନଟ ହେବାପରେ ସାଂଘାଇର ୨ ବିମାନବନ୍ଦରରୁ ୫୦୦ ବିମାନର ଉଡାଣକୁ ବାତିଲ କରାଯାଇଛି। ସ୍ଥାନୀୟ ପ୍ରଶାସନ ସ୍କୁଲ ବନ୍ଦ କରିବା ସହିତ ସମସ୍ତ ପର୍ଯ୍ୟଟନ ସ୍ଥଳିକୁ ମଧ୍ୟ ବନ୍ଦ କରିଦେଇଛନ୍ତି। ୨୦୨୨ ଫେବୃଆରୀରେ ହେବାକୁ ଥିବା ଶୀତକାଳୀନ ଅଲମ୍ପିକକୁ ଦେଖ୍ ଚୀନ୍ ଏହି […]

ବେଜିଂ: ଚୀନ୍‌ର ଉହାନରୁ ସାରା ବିଶ୍ବକୁ ବ୍ୟାପିଥିବା କରୋନା ଭୂତାଣୁ ଚୀନ୍‌ରେ ପ୍ରଭାବ ବିସ୍ତାର କରିବାରେ ଲାଗିଛି। ତେବେ ବେଜିଂ ଏହାକୁ ରୋକିବା ପାଇଁ କଡ଼ା ଆଭିମୁଖ୍ୟ ଗ୍ରହଣ କରିଛି। ୩ ସଂକ୍ରମିତ ଚିହ୍ନଟ ହେବାପରେ ସାଂଘାଇର ୨ ବିମାନବନ୍ଦରରୁ ୫୦୦ ବିମାନର ଉଡାଣକୁ ବାତିଲ କରାଯାଇଛି। ସ୍ଥାନୀୟ ପ୍ରଶାସନ ସ୍କୁଲ ବନ୍ଦ କରିବା ସହିତ ସମସ୍ତ ପର୍ଯ୍ୟଟନ ସ୍ଥଳିକୁ ମଧ୍ୟ ବନ୍ଦ କରିଦେଇଛନ୍ତି। ୨୦୨୨ ଫେବୃଆରୀରେ ହେବାକୁ ଥିବା ଶୀତକାଳୀନ ଅଲମ୍ପିକକୁ ଦେଖ୍ ଚୀନ୍ ଏହି ପଦକ୍ଷେପ ନେଉଛି ବୋଲି କୁହାଯାଉଛି। ଏଥିରେ ଅନେକ ଦେଶର କ୍ରୀଡାବିତ୍‌ ଏବଂ ମିଡିଆ କର୍ମଚାରୀ ସାମିଲ ହେବେ ।

About The Author: The Sakala