ବେକାବୁ ହେଲାଣି କରୋନା: ପାର୍ଲାମେଣ୍ଟର ୪୦୦ କର୍ମଚାରୀ ପଜିଟିଭ୍

The Sakala Picture
Published On

ନୂଆଦିଲ୍ଲୀ:  ଦେଶରେ ପୁଣି କରୋନା କାୟା  ବିସ୍ତାର କରୁଛି। ହୁ ହୁ ହୋଇ ମାଡିଚାଲିଛି ସଂକ୍ରମଣ ।  ଦିଲ୍ଲୀରେ ପୁଣି ବେକାବୁ ହେବାକୁ ଲାଗିଲାଣି ସଂକ୍ରମଣ । ପାର୍ଲାମେଣ୍ଟରେ ପଶିଲା କରୋନା । ସଂସଦ ଭବନରେ କାର୍ଯ୍ଯରତ ୪୦୦ କର୍ମଚାରୀ ସଂକ୍ରମିତ ହୋଇଛନ୍ତି । ସେମାନଙ୍କ ଭିତରେ କିଛି ସୁରକ୍ଷାକର୍ମୀ ଅଛନ୍ତି । ଗତ ୬ ଓ ୭ ତାରିଖରେ ସଂସଦ ଭବନରେ କାର୍ଯ୍ଯରତ କର୍ମଚାରୀଙ୍କର କୋଭିଡ୍ ଟେଷ୍ଟ ହୋଇଥିଲା । ଏଥିରୁ ୪୦୦ ପଜିଟିଭ୍ ବାହାରିଛନ୍ତି […]

ନୂଆଦିଲ୍ଲୀ:  ଦେଶରେ ପୁଣି କରୋନା କାୟା  ବିସ୍ତାର କରୁଛି। ହୁ ହୁ ହୋଇ ମାଡିଚାଲିଛି ସଂକ୍ରମଣ ।  ଦିଲ୍ଲୀରେ ପୁଣି ବେକାବୁ ହେବାକୁ ଲାଗିଲାଣି ସଂକ୍ରମଣ । ପାର୍ଲାମେଣ୍ଟରେ ପଶିଲା କରୋନା । ସଂସଦ ଭବନରେ କାର୍ଯ୍ଯରତ ୪୦୦ କର୍ମଚାରୀ ସଂକ୍ରମିତ ହୋଇଛନ୍ତି । ସେମାନଙ୍କ ଭିତରେ କିଛି ସୁରକ୍ଷାକର୍ମୀ ଅଛନ୍ତି । ଗତ ୬ ଓ ୭ ତାରିଖରେ ସଂସଦ ଭବନରେ କାର୍ଯ୍ଯରତ କର୍ମଚାରୀଙ୍କର କୋଭିଡ୍ ଟେଷ୍ଟ ହୋଇଥିଲା । ଏଥିରୁ ୪୦୦ ପଜିଟିଭ୍ ବାହାରିଛନ୍ତି ।

ଆହୁରି ପଢ଼ନ୍ତୁ: ଆଜି ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଜନ୍ମ ଜୟନ୍ତୀ, ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କଲେ ନବୀନ

09 Jan 2022 By The Sakala

ବେକାବୁ ହେଲାଣି କରୋନା: ପାର୍ଲାମେଣ୍ଟର ୪୦୦ କର୍ମଚାରୀ ପଜିଟିଭ୍

ନୂଆଦିଲ୍ଲୀ:  ଦେଶରେ ପୁଣି କରୋନା କାୟା  ବିସ୍ତାର କରୁଛି। ହୁ ହୁ ହୋଇ ମାଡିଚାଲିଛି ସଂକ୍ରମଣ ।  ଦିଲ୍ଲୀରେ ପୁଣି ବେକାବୁ ହେବାକୁ ଲାଗିଲାଣି ସଂକ୍ରମଣ । ପାର୍ଲାମେଣ୍ଟରେ ପଶିଲା କରୋନା । ସଂସଦ ଭବନରେ କାର୍ଯ୍ଯରତ ୪୦୦ କର୍ମଚାରୀ ସଂକ୍ରମିତ ହୋଇଛନ୍ତି । ସେମାନଙ୍କ ଭିତରେ କିଛି ସୁରକ୍ଷାକର୍ମୀ ଅଛନ୍ତି । ଗତ ୬ ଓ ୭ ତାରିଖରେ ସଂସଦ ଭବନରେ କାର୍ଯ୍ଯରତ କର୍ମଚାରୀଙ୍କର କୋଭିଡ୍ ଟେଷ୍ଟ ହୋଇଥିଲା । ଏଥିରୁ ୪୦୦ ପଜିଟିଭ୍ ବାହାରିଛନ୍ତି ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର