ନେପାଳରେ ପୁଣି ବିମାନ ଦୁର୍ଘଟଣା, ୫ ମୃତ

The Sakala Picture
Published On

କାଠମାଣ୍ଡୁ: ନେପାଳର ରାଜଧାନୀ କାଠମାଣ୍ଡୁ ଠାରୁ ଅଳ୍ପ ଦୂରରେ ଥିବା ନୁଆକୋଟସ୍ଥିତ ଶିବପୁରୀ ଜାତୀୟ ଉଦ୍ୟାନରେ ଆଜି ଏକ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଛି। ଏହି ଦୁର୍ଘଟଣାରେ ଚାଇନାର ଚାରିଜଣ ପର୍ଯ୍ୟଟକଙ୍କ ସମେତ ମୋଟ ପାଞ୍ଚ ଜଣଙ୍କର ମୃତ୍ୟୁ ଘଟିଛି। ନେପାଳ ପୁଲିସ କହିଛି ଯେ, ହେଲିକପ୍ଟରରେ ଚାଇନାର ଚାରିଜଣ ନାଗରିକଙ୍କ ସମେତ ମୋଟ ପାଞ୍ଚ ଜଣ ଲୋକ ଥିଲେ। ଏଥିସହିତ ତ୍ରିବୁଭନ ଅନ୍ତର୍ଜାତୀୟ ବିମାନବନ୍ଦର ମୁଖପାତ୍ର ସୁଭାଷ ଝା କହିଛନ୍ତି ଯେ ଏୟାର ଡାଇନେଷ୍ଟିର ୯ଏନ-ଏଜେଡି ହେଲିକପ୍ଟର […]

କାଠମାଣ୍ଡୁ: ନେପାଳର ରାଜଧାନୀ କାଠମାଣ୍ଡୁ ଠାରୁ ଅଳ୍ପ ଦୂରରେ ଥିବା ନୁଆକୋଟସ୍ଥିତ ଶିବପୁରୀ ଜାତୀୟ ଉଦ୍ୟାନରେ ଆଜି ଏକ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଛି। ଏହି ଦୁର୍ଘଟଣାରେ ଚାଇନାର ଚାରିଜଣ ପର୍ଯ୍ୟଟକଙ୍କ ସମେତ ମୋଟ ପାଞ୍ଚ ଜଣଙ୍କର ମୃତ୍ୟୁ ଘଟିଛି।

ଆହୁରି ପଢ଼ନ୍ତୁ: ଇରାନ ସହ ଯୁଦ୍ଧ ପ୍ରସ୍ତୁତି: ୨୦୨୭ ଯାଏଁ ମଧ୍ୟପ୍ରାଚ୍ୟରେ ମୁତୟନ ରହିବେ ଆମେରିକୀୟ ସେନା

ନେପାଳ ପୁଲିସ କହିଛି ଯେ, ହେଲିକପ୍ଟରରେ ଚାଇନାର ଚାରିଜଣ ନାଗରିକଙ୍କ ସମେତ ମୋଟ ପାଞ୍ଚ ଜଣ ଲୋକ ଥିଲେ। ଏଥିସହିତ ତ୍ରିବୁଭନ ଅନ୍ତର୍ଜାତୀୟ ବିମାନବନ୍ଦର ମୁଖପାତ୍ର ସୁଭାଷ ଝା କହିଛନ୍ତି ଯେ ଏୟାର ଡାଇନେଷ୍ଟିର ୯ଏନ-ଏଜେଡି ହେଲିକପ୍ଟର କାଠମାଣ୍ଡୁରୁ ରାସୁୱା ଅଭିମୁଖେ ଦିନ ୧:୫୪ ରେ ଉଡ଼ାଣ କରିଥିଲା । ତେବେ ଏହା ଗନ୍ତବ୍ୟ ସ୍ଥଳରେ ପହଞ୍ଚିବା ପୂର୍ବରୁ ଦୁର୍ଘଟଣାଗ୍ରସ୍ତ ହୋଇଯାଇଥିଲା।

ଆହୁରି ପଢ଼ନ୍ତୁ: ନେପାଳରେ ଭୟଙ୍କର ବନ୍ୟାର ୯ ଦିନ ପରେ ଜଳବିଦ୍ୟୁତ୍ ପ୍ରକଳ୍ପ ଟନେଲରୁ ଜୀବନ୍ତ ଉଦ୍ଧାର ହେଲେ ଦୁଇ ଶ୍ରମିକ

ଖବର ଅନୁଯାୟୀ, କିଛିଦିନ ତଳେ ନେପାଳର କାଠମାଣ୍ଡୁସ୍ଥିତ ତ୍ରିଭୁବନ ଅନ୍ତର୍ଜାତୀୟ ବିମାନବନ୍ଦରରେ ସୌର୍ଯ୍ୟ ଏୟାରଲାଇନ୍ସର ଏକ ବିମାନ ଉଡ଼ାଣ ସମୟରେ ଦୁର୍ଘଟଣାଗ୍ରସ୍ତ ହେବାରୁ ୧୮ ଜଣଙ୍କର ମୃତ୍ୟୁ ଘଟିଥିଲା ।

ଆହୁରି ପଢ଼ନ୍ତୁ: ମହାରାଷ୍ଟ୍ରର ରଘୁବୀର ଘାଟରେ ପୁଣି ଭୂସ୍ଖଳନ: ରତ୍ନଗିରି-ସାତାରା ରାସ୍ତା ବନ୍ଦ, ଫସିଲା ଯାତ୍ରୀବାହୀ ବସ୍

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର