ଅମରାବତୀ: ଆନ୍ଧ୍ରପ୍ରଦେଶର ବିଜୟୱାଡ଼ା ଅନ୍ତର୍ଜାତୀୟ ବିମାନ ବନ୍ଦରରେ ଏକ ଏୟାର ଇଣ୍ଡିଆ ବିମାନ ଦୁର୍ଘଟଣାଗ୍ରସ୍ତ ହେବାରୁ ଅଳ୍ପକେ ବର୍ତ୍ତି ଯାଇଛି। ବିମାନ ବନ୍ଦରରେ ଏହି ବିମାନଟି ଅବରତରଣ କରିବା ସମୟରେ ରନ-ୱେରେ ଥିବା ଏକ ବିଦ୍ୟୁତ ଖୁଣ୍ଟରେ ଧକ୍କା ହୋଇଛି। ଏହି ଦୁର୍ଘଟଣାରେ ବିମାନର ୱିଙ୍ଗ୍ସ ଭାଙ୍ଗି ଯାଇଛି। ସୌଭାଗ୍ୟବଶତଃ ଏଥିରେ କୌଣସି ବଡ଼ ଧରଣର କ୍ଷତି ଘଟିନାହିଁ ଏବଂ ବିମାନରେ ଥିବା ସମସ୍ତ ୬୪ ଯାତ୍ରୀ ସୁରକ୍ଷିତ ରହିଛନ୍ତି। ଏହି ବିମାନରେ ପ୍ରାୟ ୬୪ ଜଣ ଯାତ୍ରୀ ଦୋହାରୁ ଗାନାଭରମକୁ ଯାତ୍ରା କରୁଥିଲେ ।
https://twitter.com/ANI/status/1363116728494923776?ref_src=twsrc%5Etfw