କିଭ୍: ଥମିବାର ନା ଧରୁନି ରୁଷ୍ ଓ ୟୁକ୍ରେନ ମଧ୍ୟରେ ସଂଘର୍ଷ। ଅନେକ ଦେଶ ଦୁଇ ଦେଶ ମଧ୍ୟରେ ଏହି ଯୁଦ୍ଧକୁ ଶାନ୍ତ କରିବାକୁ ଚେଷ୍ଟା କରୁଛନ୍ତି। ସଦ୍ୟତମ ମିଳିଥିବ ରିପୋର୍ଟ ଅନୁଯାୟୀ, ଋଷିଆ ୟୁକ୍ରେନର ଡନିପ୍ରୋ ସହରରେ ଏୟାର ଷ୍ଟ୍ରାଇକ୍ କରିଛି। ନେପ୍ରୋପୋଟେସ ଅଞ୍ଚଳର ଗଭର୍ନର ସେରହି ଲିସାକ କହିଛନ୍ତି, ୟୁକ୍ରେନର ଡନିପ୍ରୋ ସହରରେ ସକାଳୁ ସକାଳୁ ଋଷିଆ ମିଶାଇଲ ମାଡ କରିଛି। ଯେଉଁଥିରେ ୭ଜଣ ଗୁରୁତର ଆହତ ହୋଇଛନ୍ତି। ଆହତଙ୍କ ମଧ୍ୟରେ ତିନି ଜଣ ପୁରୁଷ ଏବଂ ଚାରିଜଣ ମହିଳା ଅଛନ୍ତି ବୋଲି ସେ କହିଛନ୍ତି।
ୟୁକ୍ରେନର ଡନିପ୍ରୋ ସହରରେ ସକାଳୁ ସକାଳୁ ଋଷିଆର ମିଶାଇଲ ମାଡ, ୭ଗୁରୁତର ଆହତ
କିଭ୍: ଥମିବାର ନା ଧରୁନି ରୁଷ୍ ଓ ୟୁକ୍ରେନ ମଧ୍ୟରେ ସଂଘର୍ଷ। ଅନେକ ଦେଶ ଦୁଇ ଦେଶ ମଧ୍ୟରେ ଏହି ଯୁଦ୍ଧକୁ ଶାନ୍ତ କରିବାକୁ ଚେଷ୍ଟା କରୁଛନ୍ତି। ସଦ୍ୟତମ ମିଳିଥିବ ରିପୋର୍ଟ ଅନୁଯାୟୀ, ଋଷିଆ ୟୁକ୍ରେନର ଡନିପ୍ରୋ ସହରରେ ଏୟାର ଷ୍ଟ୍ରାଇକ୍ କରିଛି। ନେପ୍ରୋପୋଟେସ ଅଞ୍ଚଳର ଗଭର୍ନର ସେରହି ଲିସାକ କହିଛନ୍ତି, ୟୁକ୍ରେନର ଡନିପ୍ରୋ ସହରରେ ସକାଳୁ ସକାଳୁ ଋଷିଆ ମିଶାଇଲ ମାଡ କରିଛି। ଯେଉଁଥିରେ ୭ଜଣ ଗୁରୁତର ଆହତ ହୋଇଛନ୍ତି। ଆହତଙ୍କ ମଧ୍ୟରେ ତିନି ଜଣ ପୁରୁଷ ଏବଂ […]